ETV Bharat / state

ଡାକ୍ତର ଅଭାବରୁ ଚିକିତ୍ସା ବ୍ୟାହାତ, ସ୍ୱାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା - ଯାଜପୁର ରୋଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା

ଯାଜପୁର ରୋଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଅଭାବରୁ ଘଣ୍ଟା ଘଣ୍ଟା ଧାଡିରେ ଅପେକ୍ଷା କରୁଛନ୍ତି ରୋଗୀ । ବିଳମ୍ବିତ ଚିକିତ୍ସା ପାଇଁ ରୋଗୀ ଅସନ୍ତୋଷ । ଅଧିକ ପଢନ୍ତୁ

ଡାକ୍ତର ଅଭାବରୁ ଚିକିତ୍ସା ବ୍ୟାହାତ, ସ୍ୱାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା

author img

By

Published : May 17, 2022, 10:58 PM IST

ଯାଜପୁର: ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକତ୍ସାକୁ ନେଇ ରୋଗୀ ଏବଂ ରୋଗୀଙ୍କ ସମ୍ପର୍କୀୟଙ୍କ ଉତ୍ତେଜନା । ଡାକ୍ତରଙ୍କ ବୁଝାସୁଝା ପରେ ପରିସ୍ଥିତି ଶାନ୍ତ ପଡିଥିବା ସୂଚନା । ଆଜି(ମଙ୍ଗଳବାର) ସକାଳ 8 ଟାରୁ ବ୍ୟାସନଗର ଯଥା ବାହାରୁ ଯାଜପୁର ରୋଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକତ୍ସା ପାଇଁ ଲମ୍ବା ଧାଡିରେ ଠିଆ ହେଇଥିଲେ ରୋଗୀ । ମାତ୍ର ଜଣେ ଡାକ୍ତର ଚିକିତ୍ସା କରୁଥିବା ସମୟରେ 3ଶହରୁ ଊର୍ଦ୍ଧ୍ବ ରୋଗୀ ଚିକିତ୍ସା ପାଇଁ ଅପେକ୍ଷା କରି କରି ନୟାନ୍ତ ହେଇପଡ଼ିଥିଲେ ।

ଡାକ୍ତର ଅଭାବରୁ ଚିକିତ୍ସା ବ୍ୟାହାତ, ସ୍ୱାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା

ଏଥିସହିତ ଅନେକ ରୋଗୀ ଲାଇନରେ ଠିଆ ନହୋଇ ଡାକ୍ତରଙ୍କୁ ଦେଖାଇ ଯାଉଥିବା ଦେଖି ଧାଡିରେ ଠିଆ ହେଇଥିବା ରୋଗୀ ଦେଖି ଉତ୍ତ୍ୟକ୍ତ ହେଇପଡି ଥିଲେ । ଯାହାଫଳରେ ରୋଗୀ ସେବା ଅନେକ ସମୟ ପାଇଁ ବାଧାପ୍ରାପ୍ତ ହେଇଥିଲା । ଘଟଣା ପରେ ସ୍ଥାନୀୟ ପୋଲିସ, ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଓ କର୍ମଚାରୀ ଆସି ବୁଝାସୁଝା କରିବା ପରେ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉତ୍ତେଜନା କମିଥିଲା । ଡାକ୍ତରଙ୍କ ଅଭାବ କାରଣରୁ ବାରମ୍ବାର ଏପରି ସମସ୍ୟା ଭୋଗୁଛନ୍ତି ରୋଗୀ । ତୁରନ୍ତ ଡାକ୍ତର ନିଯୁକ୍ତି ପାଇଁ ଦାବି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.