ETV Bharat / state

ଭୋଟିଂ ବେଳେ ହାତାହାତି ହେଲେ ଦଳୀୟ ନେତାଙ୍କ ପ୍ରତିନିଧି

ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାବଣା ପଞ୍ଚାୟତର 181 ଏବଂ 182 ନମ୍ବର ବୁଥରେ ବିଜେଡି କର୍ମୀଙ୍କ ଆକ୍ରମଣରେ ଛତ୍ରଭଙ୍ଗ ଦେଲେ ବିଜେପି ଏବଂ କଂଗ୍ରେସ ନେତାଙ୍କ ପ୍ରତିନିଧି । ଆଜି ଭୋଟ ଗ୍ରହଣ ଚାଲିଥିବା ବେଳେ ବିଜେଡି ନେତାଙ୍କ ପ୍ରତିନିଧି ବୁଥ ରିଗିଂ ପାଇଁ ଉଦ୍ୟମ କରିଥିଲେ ।

author img

By

Published : Apr 29, 2019, 4:31 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ଯାଜପୁର

ଯାଜପୁର: ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାବଣା ପଞ୍ଚାୟତର 181 ଏବଂ 182 ନମ୍ବର ବୁଥରେ ବିଜେଡି କର୍ମୀଙ୍କ ଆକ୍ରମଣରେ ଛତ୍ରଭଙ୍ଗ ଦେଲେ ବିଜେପି ଏବଂ କଂଗ୍ରେସ ନେତାଙ୍କ ପ୍ରତିନିଧି । ଆଜି ଭୋଟ ଗ୍ରହଣ ଚାଲିଥିବା ବେଳେ ବିଜେଡି ନେତାଙ୍କ ପ୍ରତିନିଧି ବୁଥ ରିଗିଂ ପାଇଁ ଉଦ୍ୟମ କରିଥିଲେ । ଏହାକୁ ବିରୋଧ କରିବାରୁ ବିଜେଡିର ଏଜେଣ୍ଟ ମାନେ ଅନ୍ୟମାନଙ୍କୁ ଗୋଡାଇ ଗୋଡାଇ ମାଡମାରିଥିବା ଅଭିଯୋଗ ହୋଇଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଯାଜପୁର

ଏହାପରେ ବିଜେପି ଓ କଂଗ୍ରେସର ପ୍ରତିନିଧିମାନେ ଜଖପୁରା ଥାନାରେ ଲିଖିତ ଭାବେ ଏତଲା ଦେଇଥିଲେ । ଏହି ଦୁଇଟି ବୁଥରେ ପୁନର୍ବାର ମତଦାନ କରିବାକୁ ଅଭିଯୋଗକାରୀମାନେ ଦାବି କରିଛନ୍ତି । ଅନ୍ୟପଟେ ଥାନାରେ ଅଭିଯୋଗ ହୋଇଛି ଏବଂ ଏହାକୁ ନେଇ ତଦନ୍ତ ଆରମ୍ଭ କରାଯାଇଛି । ତେବେ ଏହି ଦୁଇଟି ବୁଥରେ କଡା ସୁରକ୍ଷା ମଧ୍ୟରେ ପୁନଃ ମତଦାନ ଆରମ୍ଭ କରାଯାଇଥିବା ଜଖପୁରା ଥାନା ଅଧିକାରୀ କହିଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:Body:

ଯାଜପୁର: ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାବଣା ପଞ୍ଚାୟତର 181 ଏବଂ 182 ନମ୍ବର ବୁଥରେ ବିଜେଡି କର୍ମୀଙ୍କ ଆକ୍ରମଣରେ ଛତ୍ରଭଙ୍ଗ ଦେଲେ ବିଜେପି ଏବଂ କଂଗ୍ରେସ ନେତାଙ୍କ ପ୍ରତିନିଧି । ଆଜି ଭୋଟ ଗ୍ରହଣ ଚାଲିଥିବା ବେଳେ ବିଜେଡି ନେତାଙ୍କ ପ୍ରତିନିଧି ବୁଥ ରିଗିଂ ପାଇଁ ଉଦ୍ୟମ କରିଥିଲେ। ଏହାକୁ ବିରୋଧ କରିବାରୁ ବିଜେଡିର ଏଜେଣ୍ଟ ମାନେ ଅନ୍ୟମାନଙ୍କୁ ଗୋଡାଇ ଗୋଡାଇ ମାଡମାରିଥିବାର ଅଭିଯୋଗ ହୋଇଛି । 

ଏହାପରେ ବିଜେପି ଓ କଂଗ୍ରେସର ପ୍ରତିନିଧି ମାନେ ଜଖପୁରା ଥାନାରେ ଲିଖିତ ଭାବେ ଏତଲା ଦେଇଥିଲେ। ଏହି ଦୁଇଟି ବୁଥରେ ପୁନର୍ବାର ମତଦାନ କରିବାକୁ ଅଭିଯୋଗକାରୀ ମାନେ ଦାବି କରିଛନ୍ତି। ଅନ୍ୟପଟେ ଥାନାରେ ଅଭିଯୋଗ ହୋଇଛି ଏବଂ ଏହାକୁ ନେଇ ତଦନ୍ତ ଆରମ୍ଭ କରାଯାଇଛି। ତେବେ ଏହି ଦୁଇଟି ବୁଥରେ କଡା ସୁରକ୍ଷା ମଧ୍ୟରେ ପୁନଃ ମତଦାନ ଆରମ୍ଭ କରାଯାଇଥିବା ଜଖପୁରା ଥାନା ଅଧିକାରୀ କହିଛନ୍ତି।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.