ETV Bharat / state

ଆନ୍ତଃରାଜ୍ୟ କବାଡି ପ୍ରତିଯୋଗିତା: ଭାଗ ନେଲେ ୪୩ଟି ବିଦ୍ୟାଳୟର ଖେଳାଳି - Kabaddi competition in jajpur

ଯାଜପୁରରେ ଆରମ୍ଭ ହୋଇଛି ସ୍କୁଲ ସ୍ତରୀୟ କବାଡ଼ି ପ୍ରତିଯୋଗିତା । ବ୍ୟାସନଗର ପବ୍ଲିକ ସ୍କୁଲରେ ସିବିଏସଇ ପକ୍ଷରୁ ୩ଦିନିଆ ଆନ୍ତଃରାଜ୍ୟ କବାଡି ପ୍ରତିଯୋଗିତା ହେବ । ଏହି ପ୍ରତିଯୋଗିତାରେ ୪୩ଟି ଇଂରାଜୀ ମାଧ୍ୟମିକ ବିଦ୍ୟାଳୟର ଖେଳାଳିମାନେ ଭାଗ ନେଇଛନ୍ତି ।

ଆନ୍ତରାଜ୍ୟ କବାଡି ପ୍ରତିଯୋଗିତା: ଭାଗ ନେଲ ୪୩ଟି ବିଦ୍ୟାଳୟର ଖେଳାଳି
author img

By

Published : Oct 13, 2019, 10:58 AM IST

ଯାଜପୁର: ଜିଲ୍ଲାରେ ଶନିବାରଠାରୁ ଆରମ୍ଭ ହୋଇଛି ସ୍କୁଲ ସ୍ତରୀୟ କବାଡ଼ି ପ୍ରତିଯୋଗିତା । ବ୍ୟାସନଗର ପବ୍ଲିକ ସ୍କୁଲରେ ସିବିଏସଇ ପକ୍ଷରୁ ୩ଦିନିଆ ଆନ୍ତଃରାଜ୍ୟ କବାଡି ପ୍ରତିଯୋଗିତା ହେବ । ଏହି ପ୍ରତିଯୋଗିତାରେ ଛତିଶଗଡ, ପଶ୍ଚିମବଙ୍ଗ ଏବଂ ଓଡିଶାର ପ୍ରାୟ ୪୩ଟି ଇଂରାଜୀ ମାଧ୍ୟମିକ ବିଦ୍ୟାଳୟର ଖେଳାଳିମାନେ ଭାଗ ନେଇଛନ୍ତି ।

ଆନ୍ତରାଜ୍ୟ କବାଡି ପ୍ରତିଯୋଗିତା: ଭାଗ ନେଲ ୪୩ଟି ବିଦ୍ୟାଳୟର ଖେଳାଳି

ଆରମ୍ଭରୁ ଶେଷ ଯାଏଁ ପ୍ରାୟ ୫୦ ଗୋଟି ମ୍ୟାଚ ଅନୁଷ୍ଠିତ ହେବ । ଏହି ଉଦଘାଟନୀ ଉତ୍ସବରେ ଅତିଥି ଭାବେ କୋରେଇ ବ୍ଲକ ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଶତପଥୀ, ସିବିଏସଇର ଆଞ୍ଚଳିକ ଅଧିକାରୀ ଥାଙ୍ଗଖୋଲେଟ ମାତେ, ବ୍ୟାସନଗର ପୁର୍ବତନ ପୌରାଧକ୍ଷା ସବିତା ରାଉତ, ପୂର୍ବତନ ନଗରପାଳ ରସାନନ୍ଦ ମହାନ୍ତି, ଯାଜପୁର ରୋଡ ଥାନା ଅଧିକାରୀ ଅନିଲ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ସୋମବାର ଅପରାହ୍ନରେ ଏହି କବାଡି ପ୍ରତିଯୋଗିତା ଉଦଯାପିତ ହେବ ବୋଲି ଆୟୋଜକ କହିଛନ୍ତି ।

ଯାଜପୁର ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:slug-School kabbadi
format-avo
reporter-Gyanaranjan ojha
place-jajpur
date-13.10.2019
Anchor---ବ୍ୟାସନଗର ପବ୍ଲିକ ସ୍କୁଲରେ ସିବିଏସଇ ପକ୍ଷରୁ ୩ଦିନିଆ ଆନ୍ତରାଜ୍ୟ କବାଡି ପ୍ରତିଯୋଗିତା ଆଜି ଠାରୁ ଆରମ୍ଭ ହୋଇଛି । ଛତିଶଗଡ,ପଶ୍ଚିମବଙ୍ଗ ଏବଂ ଓଡିଶାର ପ୍ରାୟ ୪୩ଟି ଇଂରାଜି ମାଧ୍ୟମିକ ସ୍କୁଲର ଖେଳାଳି ଭାଗନେଇଛନ୍ତି । ଆରମ୍ଭରୁ ଶେଷ ଯାଏ ପ୍ରାୟ ୫୦ଗୋଟି ମ୍ୟାଚ ଅନୁଷ୍ଠିତ ହେବ । ଏହି ଉଦଘାଟନି ଉତ୍ସବରେ ଅତିଥି ଭାବେ କୋରେଇ ବ୍ଲକ ଶିକ୍ଷା ଅଧିକାରୀ ଶୁସାନ୍ତ କୁମାର ଶତପଥି, ସି ବି ଏସ ଇର ଆଂଚଳିକ ଅଧିକାରୀ ଥାଙ୍ଗଖୋଲେଟ ମାତେ, ବ୍ୟାସନଗର ପୁର୍ବତନ ପୌରାଧକ୍ଷା ସବିତା ରାଉତ,ପୁର୍ବତନ ନଗରପାଳ ରସାନନ୍ଦ ମହାନ୍ତି,ଯାଜପୁର ରୋଡ ଥାନା ଅଧିକାରୀ ଅନିଲ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ସୋମବାର ଅପରାହ୍ନରେ ଏହି କବାଡି ପ୍ରତିରଯାଗିତା ଉଦଜାପନୀ ହେବ ବୋଲି ଅୟୋଜକ କହିଛନ୍ତି ।

Body:NewsConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.