ETV Bharat / state

ସୂଚନା ଅଧିକାରୀଙ୍କୁ ବୋମା ମାଡ ଘଟଣା, 3 ଅଭିଯୁକ୍ତ ଗିରଫ

ଧର୍ମଶାଳା ଅଞ୍ଚଳର ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେହୁରାଙ୍କ ଗାଡି ଉପରକୁ ବୋମାମାଡ଼ ଘଟଣା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହୋଇଥିଲା ବୋମାମାଡ଼ । ଏହି ଘଟଣାରେ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ଯାଜପୁର ପୋଲିସ । ଅଧିକ ପଢନ୍ତୁ...

ସୂଚନା ଅଧିକାରୀଙ୍କୁ ବୋମା ମାଡ ଘଟଣା, ଗିରଫ ହେଲେ 3 ଅଭିଯୁକ୍ତ

author img

By

Published : Apr 8, 2021, 12:45 PM IST

ଯାଜପୁର:ଧର୍ମଶାଳା ଅଞ୍ଚଳର ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେହୁରାଙ୍କ ଗାଡି ଉପରକୁ ବୋମାମାଡ଼ ଘଟଣା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହୋଇଥିଲା ବୋମାମାଡ଼। ଏହି ଘଟଣାରେ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ଯାଜପୁର ପୋଲିସ । ଗତ ୨୭ ତାରିଖ ରାତିରେ ଧର୍ମଶାଳା ଥାନା ଇମାମନଗର ଗାଁରେ ଘଟିଥିଲା ଏହି ଘଟଣା ।

ସୂଚନା ଅଧିକାରୀଙ୍କୁ ବୋମା ମାଡ ଘଟଣା, ଗିରଫ ହେଲେ 3 ଅଭିଯୁକ୍ତ

ଫଳରେ ବେହୁରା ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ଜଣେ ସହଯୋଗୀ ମଧ୍ୟ ଆହତ ହୋଇଥିଲେ । ଘଟଣା ଦିନ ଅଭିଯୁକ୍ତ ମାନେ ୪ଟି ବୋମା ଫିଙ୍ଗି ଥିବା ବେଳେ ଏଥିରେ ଆଉ କେଉଁ ମାନଙ୍କ ସମ୍ପୃକ୍ତି ରହିଛି ସେ ନେଇ ଅଧିକ ତଦନ୍ତ ଜାରି ରହିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯାଜପୁର ଏସପି ରାହୁଲ ପି ଆର । ଆଜି(ଗୁରୁବାର) ଗିରଫ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.