ETV Bharat / state

‘ମୋ ସରକାର’ ପ୍ରଭାବ, ଯାଜପୁର ଏସପିଙ୍କ ଡାକ୍ତରଖାନା ପରିଦର୍ଶନ

author img

By

Published : Oct 11, 2019, 8:22 AM IST

ଅଚାନକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି ଯାଜପୁର ଏସପି ଚରଣ ସିଂହ ମୀନା। ରାଜ୍ୟରେ ‘ମୋ ସରକାର’ କାର୍ଯ୍ୟକ୍ରମର ସଫଳ ରୂପାୟନ ହେଉଛି କି ନାହିଁ ତାହା ସେ ତଦାରଖ କରିଛନ୍ତି।

ଫଟୋ ସୌଜନ୍ୟ: ସମ୍ବାଦଦାତା ଯାଜପୁର

ଯାଜପୁର: ଅଚାନକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି ଯାଜପୁର ଏସପି ଚରଣ ସିଂହ ମୀନା। ରାଜ୍ୟରେ ‘ମୋ ସରକାର’ କାର୍ଯ୍ୟକ୍ରମର ସଫଳ ରୂପାୟନ ହେଉଛି କି ନାହିଁ ତାହା ସେ ତଦାରଖ କରିଛନ୍ତି । ମେଡିକାଲରୁ ଦଲାଲ ଓ ମେଡିସିନ ରିପ୍ରେଜଣ୍ଟେଟିଭ ହଟିବା ନେଇ ମଧ୍ୟ ଯାଞ୍ଚ କରିଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ଯାଜପୁର

ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୁତି ବିଭାଗ, ଶିଶୁ ବିଭାଗ ସହ ବିଭିନ୍ନ ଓ୍ବାର୍ଡ ବୁଲି ଦେଖିଥିଲେ । ଏଥିସହିତ ସାଧାରଣ ରୋଗୀଙ୍କୁ ବିଭିନ୍ନ ସମସ୍ୟା ପଚାରି ବୁଝିଛନ୍ତି । ମାଗଣା ଔଷଧ ଲାଗି ଲମ୍ବା ଲାଇନରେ ଥିବା ରୋଗୀଙ୍କୁ ଦଲାଲ ପ୍ରଭାବିତ କରୁଛନ୍ତି କି ନାହିଁ ସେ ନେଇ ପ୍ରଶ୍ନ କରିଥିଲେ । କୌଣସି ଦଲାଲ ବା ମଧ୍ୟସ୍ଥି ହଇରାଣ ହରକତ କଲେ, ଜିଲ୍ଲା ପୋଲିସର ସହାୟତା ନମ୍ବର ୧୦୦ ରେ କିମ୍ବା ସ୍ଥାନୀୟ ପୋଲିସକୁ ସୁଚନା ଦେବାକୁ ରୋଗୀକୁ ଅନୁରୋଧ କରିଛନ୍ତି ସେ । ଏସପିଙ୍କ ଏହି ଅଚାନକ ପରିଦର୍ଶନ ସମୟରେ ମେଡିକାଲ ସିଡିଏମଓ ଏବଂ ଯାଜପୁର ଥାନା ଅଧିକାରୀ ଆଶିଷ ସାହୁ ଉପସ୍ଥିତ ଥିଲେ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Intro:slug-sp_inquiry
format-avo
reporter-Gyanaranjan ojha
place-jajpur
date-10.10.2019
Anchor---ଯାଜପୁର ଏସପି ଚରଣ ସିଂହ ମୀନା ଅଚାନକ ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି । ରାଜ୍ୟ ରେ ମୋ ସରକାର କାର୍ଯ୍ୟକ୍ରମ ର ସଫଳ ରୁପାୟନ ହେଉଛି କି ନାହିଁ ଏବଂ ମେଡିକାଲ ରୁ ଦଲାଲ ଓ ମେଡିସିନ ରିପ୍ରେଜଟେଟିଂଭ କୁ ହଟିଛନ୍ତି କି ନାହିଁ ତାହାର ଯାଂଚ କରିଛନ୍ତି ।ମୁଖ୍ୟ ଚିକିତ୍ସାଳୟ ର ସ୍ତ୍ରୀ ଓ ପସୁତି ବିଭାଗ ,ଶିଶୁ ବିଭାଗ ସହ ବିଭିନ୍ନ ଓ୍ୟାର୍ଡ ବୁଲି ଦେଖି ସାଧାରଣ ରୋଗୀ ଙ୍କୁ ବିଭିନ୍ନ ସମସ୍ୟା ପଚାରି ବୁଝିବା ସହ ମାଗଣା ଔଷଧ ଲାଗି ଲମ୍ବା ଲାଇନ ରେ ଥିବା ରୋଗୀ ଙ୍କୁ ଦଲାଲ ପ୍ରଭାବିତ କରୁଛନ୍ତି କି ନାହିଁ ପଚାରି ବୁଝିଥିଲେ । କୈାଣସି ଦଲାଲ ବା ମଧ୍ୟସ୍ଥି ହଇରାଣ ହରକତ କଲେ ଜିଲ୍ଲା ପୋଲିସର ସହାୟତା ନମ୍ବର ୧୦୦ ରେ କିମ୍ବା ସ୍ଥାନୀୟ ପୋଲିସ କୁ ସୁଚନା ଦେବାକୁ ଏସପି ରୋଗୀ କୁ ଅନୁରୋଧ କରିଥିଲେ । ଏହି ଅଚାନକ ପରିଦର୍ଶନ ସମୟ ରେ ମେଡିକାଲ ସିଡିଏମଓ ଏବଂ ଯାଜପୁର ଥାନା ଅଧିକାରୀ ଆଶିଷ ସାହୁ ଉପସ୍ଥିତ ଥିଲେ ।
Body:NewsConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.