ETV Bharat / state

ଶ୍ରାବଣ ଦ୍ବିତୀୟ ସୋମବାର: ଦଶ୍ବାଶମେଧ ଘାଟରୁ କାଉଡିଆଙ୍କ ଜଳ ସଂଗ୍ରହ

ଶ୍ରାବଣ ଦ୍ବିତୀୟ ସୋମବାରରେ ବିଭିନ୍ନ ଶୈବପୀଠରେ କାଉଡିଆଙ୍କ ଭିଡ ଦେଖିବାକୁ ମିଳୁଥିବାବେଳେ ସବୁଠାରୁ ଅଧିକ ଭିଡ ଦେଖିବାକୁ ମିଳିଛି ବୈତରଣୀ ନଦୀର ଦଶ୍ବାଶମେଧ ଘାଟରେ । ବିଶ୍ବାସ ରହିଛି ଏହି ଘାଟରୁ ଜଳ ଭାର ନେଇ ମହାଦେବଙ୍କ ପାଖରେ ଲାଗି କଲେ ପାପ କ୍ଷୟ ହେବା ସହ ମନୋସ୍କାମନା ପୂର୍ଣ୍ଣ ହୁଏ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର
author img

By

Published : Jul 29, 2019, 10:42 AM IST

ଯାଜପୁର: ରାସ୍ତାଘାଟ ଓ ଶୈବପୀଠ, ସବୁଠି କେବଳ ଭୋଲା ବାବା ପାର କରେଗା ଓ ବୋଲବମ୍‌ ଧ୍ବନି । ମନରେ କେତେ କାମନା ନେଇ କାନ୍ଧରେ ଜଳକୁମ୍ଭ ବୋହି ସଭିଏଁ ଚାଲିଛନ୍ତି ଭୋଲାବାବା ପାଖରେ ଜଳଲାଗି କରିବା ପାଇଁ । ତେବେ ଶ୍ରାବଣ ମାସରେ ବିଭିନ୍ନ ଶୈବପୀଠରେ କାଉଡିଆଙ୍କ ଭିଡ ଦେଖିବାକୁ ମିଳୁଥିବାବେଳେ ଦ୍ବିତୀୟ ସୋମବାରରେ ସବୁଠାରୁ ଅଧିକ ଭିଡ ଦେଖିବାକୁ ମିଳିଛି ବୈତରଣୀ ନଦୀର ଦଶ୍ବାଶମେଧ ଘାଟରେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ବିଶ୍ବାସ ରହିଛି ଏହି ଘାଟରୁ ଜଳ ଭାର ନେଇ ମହାଦେବଙ୍କ ପାଖରେ ଲାଗି କଲେ ପାପ କ୍ଷୟ ହେବା ସହ ମନୋସ୍କାମନା ପୂର୍ଣ୍ଣ ହୁଏ । ତେଣୁ ଜିଲ୍ଲାରୁ ହଜାର ହଜାର କାଉଡିଆ ଏହି ଘାଟରୁ ଜଳ ସଂଗ୍ରହ କରି ମୁହଁରେ ବୋଲବମ୍‌ ଧ୍ବନି ନେଇ ଭୋଳା ବାବାଙ୍କ ପାଖରେ ଜଳଲାଗି କରିଥାଆନ୍ତି ।

ତେବେ ଏହି ଘାଟରୁ କାଉଡିଆମାନେ ଜଳ ସଂଗ୍ରହ କରି ଲୋକନାଥ, ଆଖଣ୍ଡଳମଣୀ ଓ କପିଳାସ ଆଦି ପୀଠକୁ ଯାଉଥିବାର ଦେଖିବାକୁ ମିଳନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:Sulg –Bolbom
Format –avo
Report – Gyana ranjan ojha
Place – jajpur
Date-29.07.2019
ଆଙ୍କର-ଯାଜପୁର ବୈତରଣୀ ନଦୀର ଦଶାଶ୍ୱମେଧ ଘାଟ ଶ୍ରାବଣ ମାସର ୨ୟ ସୋମବାର ପାଇଁ ଚଳଚଂଚଳ ହୋଇପଡିଛି । କାଉଡ଼ିଆ ମାନେ ସ୍ୱତନ୍ତ୍ର ବେଶରେ ସଜ୍ଜିତ ହୋଇ ବୈତରଣୀ ଜଳ କୁ୍ମ୍ଭରେ ଧରି ବାବା ଲୋକନାଥ, ଆଖଣ୍ଡଳମଣୀ, କପିଳାସ ଆଦି ଶୈବପୀଠକୁ ଯାତ୍ରାକରିଥିବା ଦୁଶ୍ୟ ଦେଖିବାକୁ ମିଳୁଛି । ବିଶ୍ୱାସ ରହିଛି ଏହି ଦଶାଶ୍ୱମେଧ ଘାଟରୁ ଜଳ ନେଇ ଶିବଙ୍କ ମୁଣ୍ଡରେ ଢାଳିଲେ କୋଟି ଜନ୍ମର ପାପ କ୍ଷୟ ହେବା ସହ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ଏଥିଲାଗି ବିଭିନ୍ନ ଜିଲାରୁ ହଜାର ହଜାର ସଂଖ୍ୟକ କାଉଡିଆ ମାନେ ଜଳ ସଂଗ୍ରହ କରି ମୁହଁରେ ଭୋଲା ବାବା ପାର କରେଗା ନାମ ଧରି ଯାତ୍ରା କରୁଛନ୍ତି ।
Body:NewsConclusion:null
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.