ETV Bharat / state

ସ୍କୁଲ ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା - ସ୍କୁଲରେ ଶିକ୍ଷକ ଅଭାବ

ଯାଜପୁରର ବଡଚଣା ବ୍ଲକ ରଇପୁର ଉଚ୍ଚ ବିଦ୍ୟାଳୟରେ ଶତାଧିକ ଛାତ୍ରଛାତ୍ରୀ ଓ ଅଭିଭାବକ ସ୍କୁଲ ସମ୍ମୁଖରେ ଦୁଇ ଦିନ ହେବ ଧାରଣା ବସି ରହିଛନ୍ତି।

ଫଟୋ ସୌଜନ୍ୟ:ସମ୍ବାଦଦାତା, ଯାଜପୁର
author img

By

Published : Aug 14, 2019, 11:44 AM IST

ଯାଜପୁର: ସ୍କୁଲରେ ଶିକ୍ଷକ ଅଭାବକୁ ନେଇ ଛାତ୍ରଛାତ୍ରୀଙ୍କ ପ୍ରତିବାଦ । ଯାଜପୁରର ବଡଚଣା ବ୍ଲକ ରଇପୁର ଉଚ୍ଚ ବିଦ୍ୟାଳୟରେ ଶତାଧିକ ଛାତ୍ରଛାତ୍ରୀ ଓ ଅଭିଭାବକ ସ୍କୁଲ ସମ୍ମୁଖରେ ଦୁଇ ଦିନ ଧରି ଧାରଣା ବସି ରହିଛନ୍ତି ।

ସୂଚନା ଅନୁସାରେ 1950 ମସିହାରେ ସ୍ଥାପିତ ହୋଇଥିବା ଏହି ଉଚ୍ଚ ବିଦ୍ୟାଳୟରୁ ପାଠ ପଢିଥିବା ଛାତ୍ରଛାତ୍ରୀ ଆଜି ଉଚ୍ଚ ପଦପଦବୀରେ ନିଯୁକ୍ତି ପାଇଛନ୍ତି। ଦୀର୍ଘଦିନ ହେବ ଏଠାରେ ବହୁ ଶିକ୍ଷକ ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀ ପଦବୀ ଖାଲି ପଡିଛି।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ଯାଜପୁର

ଯାହାଫଳରେ ବିଦ୍ୟାଳୟରେ ପାଠପଢା ବ୍ୟାହତ ହେଉଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ। ଯେ ପର୍ଯ୍ୟନ୍ତ ଦାବି ପୂରଣ ନହୋଇଛି ସେ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଅଭିଭାବକ ଓ ଛାତ୍ରଛାତ୍ରୀ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:slug-Anasana
format-avo
reporter-Gyanaranjan ojha
place-jajpur
date-14.08.19
anchor--- ଯାଜପୁର ଜିଲ୍ଳା ବଡଚଣା ବ୍ଲକ ରଇପୁର ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭାବର ପ୍ରତିବାଦକରି ଶତାଧିକ ଛାତ୍ରଛାତ୍ରୀ ଓ ଅବିଭାବକ ସ୍କୁଲ ସମ୍ମୁଖରେ ଦୁଇଦିନ ଧରି ଧାରଣା ବସିଛନ୍ତି ।୧୯୫୦ ମସିହାରେ ସ୍ଥାପିତ ଏହି ହାଇସ୍କୁଲର ଅନେକ ସୁନାମଧନ୍ୟ ଛାତ୍ରଛାତ୍ରୀ ଉଚ୍ଚ ପଦପଦବୀରେ ଆସୀନ ହୋଇଥିବା ବେଳେ ଦୀର୍ଘଦିନ ହେବ ଏଠାରେ ବହୁ ଶିକ୍ଷକ ଓ ଚତୁର୍ଥଶ୍ରେଣୀ କର୍ମଚାରୀ ପଦବୀ ଫାଙ୍କା ପଡିଛି । ଯାହାଫଳରେ ବିଦ୍ୟାଳୟରେ ପାଠପଢା ବ୍ୟାହତ ହୋଇଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ ଓ ଅବିଭାବକ। ଯେ ପଯ୍ୟନ୍ତ ଦାବୀ ପୁରଣ ନହେଇଛି ଏହି ଆନ୍ଦୋଳନ ଜାରୀରହିବ ବୋଲି କହିଛନ୍ତି ଅବିଭାବକ ଓ ଛାତ୍ରଛାତ୍ରୀ।
Body:NewsConclusion:null
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.