ETV Bharat / state

ୟସ ମୁକାବିଲା: ଯାଜପୁରରେ ଉଦ୍ଧାର କାର୍ଯ୍ୟ ଜାରି - ଅଗ୍ନିଶମ ବାହିନୀ

ଯାଜପୁର ଜିଲ୍ଲାରେ ବାତ୍ୟା ୟସର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି । ପୋଲିସ, ଅଗ୍ନିଶମ ବାହିନୀ, ଏନଡିଆରଏଫ, ଓଡ୍ରାଫ ବାହିନୀ ଉଦ୍ଧାର କାର୍ଯ୍ୟରେ ନିଯୋଜିତ ହୋଇଛନ୍ତି । ଅଧିକ ପଢନ୍ତୁ...

ୟସ ମୁକାବିଲା: ଯାଜପୁର ଜିଲ୍ଲାରେ  ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି

author img

By

Published : May 26, 2021, 7:45 AM IST

ଯାଜପୁର: ଜିଲ୍ଲାରେ ବାତ୍ୟା ୟସର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଜିଲ୍ଲାରେ ପୋଲିସ, ଅଗ୍ନିଶମ ବାହିନୀ, ଏନଡିଆରଏଫ, ଓଡ୍ରାଫ ବାହିନୀ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ଯାଜପୁର, ଦଶରଥପୁର, ବିଂଝାରପୁର, ବରୀ ଏବଂ କୋରେଇ ବ୍ଲକର କିଛି ଅଞ୍ଚଳରେ ବାତ୍ୟାର ପ୍ରଭାବ ଅଧିକ ପଡିବ ବୋଲି ଅନୁମାନ କରାଯାଉଛି।

ୟସ ମୁକାବିଲା: ଯାଜପୁର ଜିଲ୍ଲାରେ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି

କେବଳ ଦଶରଥପୁର ବ୍ଲକରୁ 7 ହଜାର ଲୋକଙ୍କୁ ଉଦ୍ଧାର କରାଯାଇଛି । ପ୍ରତ୍ୟେକ ବାତ୍ୟା ଆଶ୍ରୟସ୍ଥଳୀରେ ଜେନେରେଟର ସହିତ ଖାଦ୍ୟ ବ୍ୟବସ୍ଥା କରାଯାଇଛି । ସେହିପରି ଅସ୍ଥାୟୀ ଆଶ୍ରୟସ୍ଥଳୀ ଗୁଡ଼ିକରେ ମଧ୍ୟ ସମାନ ବ୍ୟବସ୍ଥା ହୋଇଥିବା ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ସୂଚନା ଦେଇଛନ୍ତି। ବାତ୍ୟାର ପ୍ରଭାବ କମିବା ପରେ 24 ଘଣ୍ଟା ମଧ୍ୟରେ କ୍ଷୟକ୍ଷତିର ଆକଳନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.