ETV Bharat / state

କୋରୋନା ଟେଷ୍ଟ କିଟ ଜାଳିବା ଘଟଣା, ସ୍ବାସ୍ଥ୍ୟ ଅଧିକାରୀଙ୍କ ତଦନ୍ତ ଆରମ୍ଭ

author img

By

Published : Jan 11, 2022, 8:02 PM IST

ଯାଜପୁର କୋରେଇ ମେଡିକାଲରେ କୋରୋନା ଟେଷ୍ଟ କିଟ ଜାଳିବା ଘଟଣା । ତଦନ୍ତ ଆରମ୍ଭ କରିଛନ୍ତି ସ୍ବାସ୍ଥ୍ୟ ଅଧିକାରୀ । ଅଧିକ ପଢନ୍ତୁ

କୋରୋନା ଟେଷ୍ଟ କିଟ ଜାଳିବା ଘଟଣା, ସ୍ବାସ୍ଥ୍ୟ ଅଧିକାରୀଙ୍କ ତଦନ୍ତ ଆରମ୍ଭ
କୋରୋନା ଟେଷ୍ଟ କିଟ ଜାଳିବା ଘଟଣା, ସ୍ବାସ୍ଥ୍ୟ ଅଧିକାରୀଙ୍କ ତଦନ୍ତ ଆରମ୍ଭ

ଯାଜପୁର: ଜିଲ୍ଲାର କୋରେଇ ମେଡିକାଲ ପରିସରରେ ସୋମବାର ଶହ ଶହ କୋରୋନା ଟେଷ୍ଟ କିଟ ପୋଡିବା ଘଟଣା । ଏହି ସମ୍ପର୍କରେ ଖବର ମିଳିବା ପରେ ସ୍ବାସ୍ଥ୍ୟ ଅଧିକାରୀ ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଏହି ଘଟଣାରେ ଯିଏ ବି ବେଆଇନ କାର୍ଯ୍ୟ କରିଥିବ ତାହା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ଅତିରିକ୍ତ ସ୍ବାସ୍ଥ୍ୟ ଅଧିକାରୀ ସୁଧାଂଶୁ ଶେଖର ବଳ କହିଛନ୍ତି ।

ସୋମବାର ସନ୍ଧ୍ୟା ସମୟରେ ମେଡିକାଲ ପରିସରରେ ଶତାଧିକ କୋରୋନା ଟେଷ୍ଟ କିଟକୁ ପୋଡା ଯାଇଥିଲା । ଏହା ବ୍ୟବହାର କରାଯାଇଛି କି ନାହିଁ ତାହାର ପ୍ରମାଣ ଏ ପର୍ଯ୍ୟନ୍ତ ମିଳିନଥିବାବେଳେ ଆଜି(ମଙ୍ଗଳବାର) ଖବର ପାଇ ଜିଲ୍ଲା ଅତିରିକ୍ତ ଚିକିତ୍ସା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ, ଏହାର ତଦନ୍ତ ଆରମ୍ଭ ହୋଇଛି ଏବଂ ଯଦି କୌଣସି ବେଆଇନ କାର୍ଯ୍ୟ କେହି କରିଥାଏ, ତେବେ ନିଶ୍ଚିତ ଭାବରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.