ETV Bharat / state

ପିଇଓ ସ୍ମିତାରାଣୀ ମୃତ୍ୟୁ ଘଟଣା: ଏସପିଙ୍କ ନାଁରେ ଫୌଜଦାରୀ ମାମଲା

author img

By

Published : Oct 26, 2019, 3:09 PM IST

ହରିଦାସପୁର ପଞ୍ଚାୟତ ପିଇଓ ସ୍ମିତାରାଣୀ ବିଶ୍ବାଳ ମୃତ୍ୟୁ ଘଟଣା ଦିନକୁ ଦିନ ଘନେଇବାରେ ଲାଗିଛି । ସିବିଆଇ ତଦନ୍ତ ଏବଂ ଯାଜପୁର ଏସପି ଚରଣ ସିଂ ମୀନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଜିଲ୍ଲାର ବିଭିନ୍ନ ଥାନା ଘେରାଉ କରିଛି ବିଜେପି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ- ସମ୍ବାଦଦାତା, ଯାଜପୁର

ଯାଜପୁର: ଥମିବାର ନାଁ ଧରୁନି ଜିଲ୍ଲାର ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ ପିଇଓ ସ୍ମିତାରାଣୀ ବିଶ୍ବାଳ ମୃତ୍ୟୁ ଘଟଣା । ସିବିଆଇ ତଦନ୍ତ ଏବଂ ଯାଜପୁର ଏସପି ଚରଣ ସିଂ ମୀନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଜିଲ୍ଲାର ବିଭିନ୍ନ ଥାନା ଘେରାଉ କରିଛି ବିଜେପି । ଘଟଣାରେ ଏସପିଙ୍କ ବିବୃତ୍ତିକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛି ବିଜେପି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଯାଜପୁର

ଏସପିଙ୍କ ନାଁରେ ବିଭିନ୍ନ ଥାନାରେ ଫୌଜଦାରୀ ମାମଲା ରୁଜୁ କରିବାକୁ ବିଜେପି ପକ୍ଷରୁ ଦାବି ହୋଇଛି । ଥାନା ଗୁଡିକରେ ଏସପିଙ୍କ ବିରୋଧରେ ଏତଲା ଦିଆଯାଇଛି । ଯାଜପୁର, ମଙ୍ଗଳପୁର ଥାନାରେ ଗୌତମ ରାୟ, କୋରେଇ, ପାଣିକୋଇଲି, ଯାଜପୁର ରୋଡ ଥାନାରେ ବିଶ୍ବଜିତ୍ ନାୟକ, ବଡଚଣା,ବାଲିଚନ୍ଦ୍ରପୁର ଥାନାରେ ଅମର ନାୟକ, ଧର୍ମଶାଳାରେ ତୁଷାର ପରିଡା, ବିଞ୍ଝାରପୁରରେ ବବିତା ମଲ୍ଲିକ, ସୁକିନ୍ଦା, କାଳିଆପାଣି, ଟମକା, କଳିଙ୍ଗନଗର ଥାନାରେ ପ୍ରଦୀପ ବଳସାମନ୍ତ, ବରୀରେ ବିଶ୍ବରଞ୍ଜନ ମଲ୍ଲିକଙ୍କ ନେତୃତ୍ବରେ ଏତଲା ଦିଆଯାଇଛି।

ସେପଟେ ଗତକାଲି ଏହି ଘଟଣାରେ ସ୍ମିତାରାଣୀଙ୍କ ମୃତ୍ୟୁ ଘଟିଥିବା ରୁପେଶ ଭଦ୍ରଙ୍କ ଗେଷ୍ଟହାଉସ୍ ଧର୍ମଶାଳା ତହସିଲଦାରଙ୍କ ଦ୍ବାରା ସିଲ୍ କରାଯିବା ସହ 144ଧାରା ଜାରି କରାଯାଇଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:Slug-fir_against_sp
Format-avb
Reporter_gyanaranjan ojha
Place-jajpur
Date-25.10.19
Anchor---ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ ପିଇଓ ସ୍ମିତାରାଣୀ ବିଶ୍ବାଳ ମୃତ୍ୟୁ ଘଟଣା । ସିବିଆଇ ତଦନ୍ତ ଏବଂ ଯାଜପୁର ଏସପି ଚରଣ ସିଂ ମୀନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଜିଲ୍ଲାର ବିଭିନ୍ନ ଥାନାରେ ଥାନା ଘେରାଉ କଲା ବିଜେପି । ଘଟଣାରେ ଏସପିଙ୍କ ବିବୃତ୍ତିକୁ ନେଇ ପ୍ରତିକ୍ରିୟା ପ୍ରକାଶ କଲା ବିଜେପି । ଏସପିଙ୍କ ନାମରେ ବିଭିନ୍ନ ଥାନାରେ ଫୌଜଦାରୀ ମାମଲା ରୁଜୁ କରିବାକୁ ବିଜେପି ପକ୍ଷରୁ ଦାବି । ଥାନା ଗୁଡିକରେ ଏସପିଙ୍କ ବାରୋଧରେ ଏତଲା ପ୍ରଦାନ । ଥାନା ଅଧିକାରୀ ମାନଙ୍କ ନିକଟରେ ଦିଆଗଲା ଏତଲା। ସେପଟେ ଗତକାଲି ଏହି ଘଟଣାରେ ସ୍ମିତାରାଣୀଙ୍କ ମୃତ୍ୟୁ ଘଟିଥିବା ରୂପେସ୍ ଭଦ୍ରଙ୍କ ଗେଷ୍ଟହାଉସ୍ ଧର୍ମଶାଳା ତହସିଲଦାରଙ୍କ ଦ୍ବାରା ସିଲ୍ କରାଯିବା ସହ 144ଧାରା ଜାରି କରାଯାଇଛି । ଯାଜପୁର, ମଙ୍ଗଳପୁର ଥାନାରେ ଗୌତମ ରାୟ, କୋରାଇ, ପାଣିକୋଇଲି, ଯାଜପୁର ରୋଡ ଥାନାରେ ବିଶ୍ବଜିତ୍ ନାୟକ, ବଡଚଣା,ବାଲିଚନ୍ଦ୍ରପୁର ଥାନାରେ ଅମର ନାୟକ, ଧର୍ମଶାଳାରେ ତୁଷାର ପରିଡା, ବିଂଝାରପୁରରେ ବବିତା ମଲ୍ଲିକ, ସୁକିନ୍ଦା, କାଳିଆପାଣି, ଟମକା,କଳିଙ୍ଗନଗର ଥାନାରେ ପ୍ରଦୀପ ବଳସାମନ୍ତ,ବରୀରେ ବିଶ୍ବରଞ୍ଜନ ମଲ୍ଲିକଙ୍କ ନେତୃତ୍ବରେ ଏତଲା ଦିଆଯାଇଛି।
bite--ବିଶ୍ବଜିତ୍ ନାୟକ, କୋରାଇ ବିଜେପି ନେତା
Body:NewsConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.