ETV Bharat / state

ପଣସା ପଞ୍ଚାୟତରେ ୱାର୍ଡସଭ୍ୟଙ୍କୁ ଅପହରଣ - ଯାଜପୁର ରାଜନୀତି ଖବର

ଯାଜପୁର ବ୍ଲକ ପଣସା ପଞ୍ଚାୟତରେ ଜଣେ ୱାର୍ଡସଭ୍ୟଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି । ୧୨ ନମ୍ବର ୱାର୍ଡସଭ୍ୟ ମନୋଜ ରାଉତଙ୍କୁ ପଞ୍ଚାୟତ କାର୍ଯ୍ୟାଳୟ ନିକଟରୁ କିଛି ଦୁର୍ବୃତ୍ତ ଅପହରଣ କରି ନେଇଛନ୍ତି । ଅଧିକ ପଢ଼ନ୍ତୁ

ପଣସା ପଞ୍ଚାୟତରେ ୱାର୍ଡସଭ୍ୟଙ୍କୁ ଅପହରଣ
ପଣସା ପଞ୍ଚାୟତରେ ୱାର୍ଡସଭ୍ୟଙ୍କୁ ଅପହରଣ
author img

By

Published : Mar 11, 2022, 7:00 PM IST

ଯାଜପୁର: ଯାଜପୁର ବ୍ଲକ ପଣସା ପଞ୍ଚାୟତଙ୍କୁ ଜଣେ ୱାର୍ଡସଭ୍ୟଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି । ୧୨ ନମ୍ବର ୱାର୍ଡସଭ୍ୟ ମନୋଜ ରାଉତଙ୍କୁ ପଞ୍ଚାୟତ କାର୍ଯ୍ୟାଳୟ ନିକଟରୁ କିଛି ଦୁର୍ବୃତ୍ତ ଅପହରଣ କରି ନେଇଛନ୍ତି । ଏହାକୁ ନେଇ ତାଙ୍କ ପରିବାର ପକ୍ଷରୁ ପୋଲିସ ଥାନାରେ ଅଭିଯୋଗ ହୋଇଛି ।

ପଣସା ପଞ୍ଚାୟତରେ ୱାର୍ଡସଭ୍ୟଙ୍କୁ ଅପହରଣ

ନାଏବ ସରପଞ୍ଚ ମନୋନୟନ ଥିବାରୁ ପରାଜିତ ପକ୍ଷ ଏଭଳି କରିଥିବା ନବ ନିର୍ବାଚିତ ସରପଞ୍ଚ କୁଳମଣି ପରିଡ଼ା ଅଭିଯୋଗ କରିଛନ୍ତି । ଏଥିପାଇଁ ନାଏବ ସରପଞ୍ଚ ନିର୍ବାଚନ ବାତିଲ ହୋଇଛି । ସେପଟେ ମନୋଜଙ୍କ ପତ୍ନୀ ନିଜ ସ୍ବାମୀଙ୍କୁ ଉଦ୍ଧାର ପାଇଁ ଯାଜପୁର ଥାନାରେ ଅଭିଯୋଗ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.