ETV Bharat / state

Padma Shri Nanda Kishor prusti: ପଦ୍ମଶ୍ରୀ ନନ୍ଦ ସାରଙ୍କୁ କୋରୋନା

author img

By

Published : Nov 30, 2021, 9:59 AM IST

Updated : Nov 30, 2021, 10:20 AM IST

କୋରୋନାରେ ଆକ୍ରାନ୍ତ ହେଲେ ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି(Padma Shri Nanda Kishor prusti) । ଅଧିକ ପଢନ୍ତୁ

Padma Shri Nanda Kishor prusti: ପଦ୍ମଶ୍ରୀ ନନ୍ଦ ସାରଙ୍କୁ କୋରୋନା
Padma Shri Nanda Kishor prusti: ପଦ୍ମଶ୍ରୀ ନନ୍ଦ ସାରଙ୍କୁ କୋରୋନା

ଯାଜପୁର: ପଦ୍ମଶ୍ରୀ ନନ୍ଦ ସାରଙ୍କୁ କୋରୋନା(Padma Shri Nanda Kishor prusti) । ଅସୁସ୍ଥ ହୋଇ ଗତକାଲି(ସୋମବାର) ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ଆଜି ତାଙ୍କର କୋଭିଡ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି ।

ସୂଚନା ଅନୁଯାୟୀ ଗତକାଲି ଶତାୟୁ ଚାଟଶାଳୀ ଶିକ୍ଷକ ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି ଅସୁସ୍ଥ ହୋଇ ପଡିଥିଲେ । ତାଙ୍କୁ ପ୍ରଥମେ ଯାଜପୁର ଜିଲ୍ଲା ହେଡକ୍ବାଟର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର କୋରୋନା ପଜିଟିଭ୍ ରିପୋର୍ଟ ଆସିବା ପରେ କୋଭିଡ ହସ୍ପିଟାଲକୁ ସ୍ତାନାନ୍ତର କରାଯାଇଛି । ନନ୍ଦ ସାରଙ୍କ ଅବସ୍ଥା ଗୁରୁତ୍ବପୂର୍ଣ୍ଣ ରହିଛି, ତାଙ୍କ ଶରୀରରେ ଅକ୍ସିଜେନ ମଧ୍ୟ ଲାଗିଥିବା ଡାକ୍ତରଖାନା ପକ୍ଷରୁ ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ:- Padmashri Nanda Sir: ପଦ୍ମଶ୍ରୀ ନନ୍ଦ ସାର ଅସୁସ୍ଥ, ମେଡିକାଲରେ ଭର୍ତ୍ତି

ଅନ୍ୟପଟେ କିଛିଦିନ ତଳେ ନନ୍ଦ ସାରଙ୍କୁ ହତ୍ୟା ଧମକ ମଧ୍ୟ ଆସିଥିଲା । ଏନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ:- Nanda Sir Threatened: ପଦ୍ମଶ୍ରୀ ନନ୍ଦ ସାରଙ୍କୁ ଆକ୍ରମଣ ଧମକ

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Last Updated : Nov 30, 2021, 10:20 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.