ETV Bharat / state

ପିକ-ଅପ ଧକ୍କାରେ ଜଣେ ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକ

ପାଣିକୋଇଲି ଥାନା ସଠିପୁର ଛକ ନିକଟରେ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ । ଅଧିକ ପଢନ୍ତୁ...

author img

By

Published : Apr 8, 2021, 5:00 PM IST

vପିକ-ଅପ ଧକ୍କାରେ ଜଣେ ମୃତ , କ୍ଷତିପୂରଣ ଦାବିରେ ରାସ୍ତାରୋକ
ପିକ-ଅପ ଧକ୍କାରେ ଜଣେ ମୃତ , କ୍ଷତିପୂରଣ ଦାବିରେ ରାସ୍ତାରୋକ

ଯାଜପୁର: ପାଣିକୋଇଲି ଥାନା ସଠିପୁର ଛକ ନିକଟରେ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ଏକ ପିକଅପ ଭ୍ୟାନ ଧକ୍କା ଦେବା ଫଳରେ ସ୍ଥାନୀୟ ଜଣେ ଦହିବରା ବେପାରୀ ପ୍ରାଣ ହରାଇଛନ୍ତି । ଅଘଟଣ ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି ।

ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ନାମ ପ୍ରମୋଦ ସାହୁ ଓ ସେ ସ୍ଥାନୀୟ ଅଞ୍ଚଳର ବାସିନ୍ଦା ବୋଲି ଜଣାପଡିଛି । ସେ ସ୍ଥାନୀୟ ଅଞ୍ଚଳରେ ଦହି ବରା ବିକ୍ରି କରନ୍ତି । ପିକ-ଅପଟି ଯାଜପୁର ଟାଉନରୁ ପାଣିକୋଇଲି ଅଭିମୁଖେ ଆସୁଥିବା ବେଳେ ସଠିପୁର ଛକରେ ଭାରସାମ୍ୟ ହରାଇ ତାଙ୍କୁ ଧକ୍କା ଦେଇଥିଲା । ମୃତକଙ୍କ ପରିବାର ଲୋକଙ୍କୁ କ୍ଷତି ପୂରଣ ଦାବିରେ ରାସ୍ତାରୋକ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.