ETV Bharat / state

Municipality Election: ପୌର ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପକ୍ରିୟା ଆରମ୍ଭ

author img

By

Published : Mar 2, 2022, 6:37 PM IST

ପୌର ନିର୍ବାଚନ ପାଇଁ ଯାଜପୁର ଜିଲ୍ଲା ଦୁଇଟି ପୌର ପରିଷଦ ଯଥା ଯାଜପୁର ଟାଉନ ଓ ବ୍ୟାସନଗରରେ ଆଜିଠାରୁ(ବୁଧବାର) ପୌର ନିର୍ବାଚନ ପାଇଁ ଆରମ୍ଭ ହେଇଛି ନାମାଙ୍କନପତ୍ର ଦାଖଲ ପକ୍ରିୟା । ଅଧିକ ପଢନ୍ତୁ

Municipality Election: ପୌର ନିର୍ବାଚନ ପାଇଁ ନମାନଙ୍କ ପତ୍ର ଦାଖଲ ପକ୍ରିୟା ଆରମ୍ଭ

ଯାଜପୁର: ପୌର ନିର୍ବାଚନ ପାଇଁ ଯାଜପୁର ଜିଲ୍ଲା ଦୁଇଟି ପୌର ପରିଷଦ ଯଥା ଯାଜପୁର ଟାଉନ ଓ ବ୍ୟାସନଗରରେ ଆଜିଠାରୁ(ବୁଧବାର) ପୌର ନିର୍ବାଚନ ପାଇଁ ଆରମ୍ଭ ହେଇଛି ନାମାଙ୍କନ ପତ୍ର ଦାଖଲ ପକ୍ରିୟା । ସେହିପରି ବ୍ୟାସନଗରସ୍ଥିତ ପୌର କାର୍ଯ୍ୟାଳୟରେ ପୌର ନିର୍ବାଚନ ପାଇଁ ଆଜି ଠାରୁ ଆରମ୍ଭ ହେଇଛି ପ୍ରାର୍ଥୀପତ୍ର ଦାଖଲ କାର୍ଯ୍ୟକ୍ରମ । ତେବେ ପ୍ରଥମ ଦିନରେ କୌଣସି ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିନଥିବା ସୂଚନା ।

ତେବେ ବ୍ୟାସନଗର ପୌର ପରିଷଦର ୨୬ଟି ୱାର୍ଡର ବିଭିନ୍ନ ଦଳର ପ୍ରାର୍ଥିମାନେ ବ୍ୟାସନଗର ପୌର ପରିଷଦରୁ ଫର୍ମ ନେଉଥିବା ଦେଖିବାକୁ ମିଳିଛି । ତେବେ ପ୍ରଥମ ଦିନରେ କୌଣସି ବ୍ୟକ୍ତି ପ୍ରାର୍ଥିପତ୍ର ଦାଖଲ କରିନଥିବା ଜଣାପଡିଛି । ସେପଟେ ପ୍ରାର୍ଥୀପତ୍ର ଦାଖଲ ସମୟରେ କୌଣସି ଅପ୍ରୀତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ଯାଜପୁର ରୋଡ ପୋଲିସ ପକ୍ଷରୁ ପୋଲିସ ମୁତୟନ ହୋଇଥିବା ଦେଖିବାକୁ ମିଳିଛି । ଏହି ନାମାନଙ୍କପତ୍ର ଦାଖଲ ପକ୍ରିୟା ଆସନ୍ତା ୭ ତାରିଖ ପାର୍ଯ୍ୟନ୍ତ ଚାଲିବ ବୋଲି କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର ସୂଚନା ଦେଇଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.