ETV Bharat / state

ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ: କଟୁରିରେ ହାଣିଲେ ଦୁର୍ବୃତ୍ତ

author img

By

Published : Oct 31, 2019, 5:26 PM IST

ବୁଧବାର ସନ୍ଧ୍ୟାରେ ବଜାରରେ କାମ ସାରି ନିଜ ଘରକୁ ଫେରୁଥିବା ବେଳେ ବାଟରେ କିଛି ଦୁର୍ବୃତ୍ତ ଆଦିକନ୍ଦଙ୍କୁ ହତ୍ୟା କରିଥିଲେ । ଅଧିକ ପଢନ୍ତୁ..

ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ:କଟୁରିରେ ହାଣିଲେ ଦୁର୍ବୃତ୍ତ

ଯାଜପୁର: ପୂର୍ବ ଶତ୍ରୁତାରୁ ଜଘନ୍ୟ ହତ୍ୟାକାଣ୍ଡ । ଅନ୍ଧାରର ସୁଯୋଗ ନେଇ କଟୁରିରେ ହାଣି ହତ୍ୟା କଲେ ଦୁର୍ବୁତ୍ତ। ଯାଜପୁର ସଦର ଥାନା ମିରପାଟଣା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ତେବେ ମୃତକ ହେଲେ ଆଦିକନ୍ଦ ବିଶ୍ବାଳ । ବୁଧବାର ସନ୍ଧ୍ୟାରେ ମାର୍କେଟିଂ କରି ଆଦିକନ୍ଦ ନିଜ ଘରକୁ ଫେରୁଥିବା ବେଳେ ବାଟରେ କିଛି ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣ କରିବା ପରେ ସେମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଏହାପରେ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଆଦିକନ୍ଦଙ୍କୁ ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ: କଟୁରିରେ ହାଣିଲେ ଦୁର୍ବୃତ୍ତ

ଭୁଜାଲି, କଟୁରି ଏବଂ ଟାଙ୍ଗିଆ ଯୋଗେ ତାଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଏହି ହତ୍ୟାକାଣ୍ଡ ପଛରେ ପୂର୍ବ ଶତ୍ରୁତା ଓ ପାରିବାରିକ ବିବାଦ ଥିବା ମଧ୍ୟ ଅଭିଯୋଗରେ ଦର୍ଶାଯାଇଛି । ଏନେଇ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହେବାପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:slug-murder
format-avb
reporter-Gyanaranjan ojha
place-jajpur
date-31.10.19
Anchor--- ପୂର୍ବଶତୃତାର କରୁଣ ପରିଣତି । ଅନ୍ଧାରର ସୁଯୋଗ ନେଇ କଟୁରି ରେ ହାଣି ହତ୍ୟା କଲେ ଦୁବୃତ । ଯାଜପୁର ସଦର ଥାନା ମିରପାଟଣା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ହେଲେ ଆଦିକନ୍ଦ ବିଶ୍ୱାଳ । ଗତକାଲି ସଂଧ୍ୟାରେ ମାର୍କେଟିଂ କରି ଆଦିକନ୍ଦ ନିଜ ଘରକୁ ପେଂରୁଥିବା ବେଳେ ବାଟରେ କିଛି ଦୁର୍ବୁତ ତାଙ୍କୁ ଆକ୍ରମଣ କରିଥିଲେ । ଭୁଜାଲି,କଟୁରି ଏବଂ ଟାଙ୍ଗିଆ ଯୋଗେ ତାଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଆକ୍ରମଣ କରିବା ପରେ ଦୁବୃତ ମାନେ ଘଟଣାସ୍ଥଳରୁ ପେଂରାର ହୋଇଯାଇଥିଲେ । ତାଙ୍କ ମୁଣ୍ଡରେ ଗଭିତ କ୍ଷତ ଚିହ୍ନ ରହିଛି । ତାଙ୍କୁ ଗୁରୁତର ଅବସ୍ଥାରେ ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ହତ୍ୟାକାଣ୍ଡ ପଛରେ ପୂର୍ବ ଶତୃତା ଓ ପାରିବାରିକ ବିବାଦ ବୋଲି ଅଭିଯୋଗ ହୋଇଛି । ଏ ନେଇ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୋଲିସ ଆରମ୍ଭ କରିଛି ତଦନ୍ତ ।
ବାଇଟ୍;

1.         ରବିନ୍ଦ୍ର କୁମାର ଜେନା,ଏସଡିପିଓ,ଯାଜପୁର

Body:NewsConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.