ETV Bharat / state

ଖୁଦୁରୁକୁଣୀ ପୂଜା ସମୟରେ ମହିଳାଙ୍କ ଦେହରେ ଆବିର୍ଭାବ ହେଲେ ମା' ମଙ୍ଗଳା - ଖୁଦୁରୁକୁଣୀ ଓଷା

ଖୁଦୁରୁକୁଣୀ ପୂଜା କରୁ କରୁ ମହିଳାଙ୍କ ଦେହରେ ଆର୍ବିଭାବ ହେଲେ ମା' ମଙ୍ଗଳା । ଆଉ ଏ ହେଉଛି ତା ପରର ଦୃଶ୍ୟ। ଦେଖନ୍ତୁ କିଭଳି ଦୀପରୁ ଜଳନ୍ତା ସଳୀତା ନେଇ ଖାଉଛନ୍ତି ମହିଳା ଜଣଙ୍କ। ଆଉ ସଳୀତା ସରିଯିବା ପରେ ରାଗୁଛନ୍ତି । ଏହି ଦୃଶ୍ୟ ହେଉଛି ଯାଜପୁର ଜିଲ୍ଲା ସୁକିନ୍ଦା ଗଡ଼ ଅଞ୍ଚଳର ।

ଖୁଦୁରୁକୁଣୀ ପୂଜା କରିବା ସମୟରେ ମହିଳାଙ୍କ ଦେହରେ ଆବିର୍ଭାବ ହେଲେ ମା' ମଙ୍ଗଳା

author img

By

Published : Aug 31, 2020, 2:58 PM IST

ଯାଜପୁର: ଖୁଦୁରୁକୁଣୀ ପୂଜା କରୁ କରୁ ମହିଳାଙ୍କ ଦେହରେ ଆର୍ବିଭାବ ହେଲେ ମା' ମଙ୍ଗଳା । ଆଉ ଏ ହେଉଛି ତା ପରର ଦୃଶ୍ୟ। ଦେଖନ୍ତୁ କିଭଳି ଦୀପରୁ ଜଳନ୍ତା ସଳୀତା ନେଇ ଖାଉଛନ୍ତି ମହିଳା ଜଣଙ୍କ। ଆଉ ସଳୀତା ସରିଯିବା ପରେ ରାଗୁଛନ୍ତି । ଏହି ଦୃଶ୍ୟ ହେଉଛି ଯାଜପୁର ଜିଲ୍ଲା ସୁକିନ୍ଦା ଗଡ଼ ଅଞ୍ଚଳର ।

ଖୁଦୁରୁକୁଣୀ ପୂଜା କରିବା ସମୟରେ ମହିଳାଙ୍କ ଦେହରେ ଆବିର୍ଭାବ ହେଲେ ମା' ମଙ୍ଗଳା

ସୂଚନା ମୁତାବକ, ଗତକାଲି ସନ୍ଧ୍ୟାରେ ଖୁଦୁରୁକୁଣୀ ପୂଜା କରୁଥିବା ସମୟରେ ୨୫ ବର୍ଷିୟ ଏହି ମହିଳା ଜଣକ ଏଭଳି ବ୍ୟବହାର କରିଥିଲେ। ଏହାଦେଖି ସେଠାରେ ଥିବା ଅନ୍ୟ ଯୁବତୀମାନେ ଭୟରେ ସେଠାରୁ ଚାଲି ଯାଇଥିଲେ। ପରେ ପଡୋଶୀ ମହିଳାମାନେ ସେଠାରେ ପହଞ୍ଚି ଉକ୍ତ ମହିଳାଙ୍କୁ ଜଳନ୍ତା ସଳୀତା ଓ ପଣା ଦେଇଥିଲେ ।

କିଛି ସମୟ ପରେ ମହିଳା ଶାନ୍ତ ପଡିଥିଲେ। ତେବେ ଏହି ମହିଳାଙ୍କ ଦେହରେ ମା ମଙ୍ଗଳା ଆସିଥିବା ସେଠାରେ ଉପସ୍ଥିତ ଥିବା ଲୋକେ କହିଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.