ETV Bharat / state

ବ୍ୟାସନଗର କଂଗ୍ରେସ କମିଟି ପକ୍ଷରୁ କ୍ରାନ୍ତିଦିବସ ପାଳିତ

ଆଜି କ୍ରାନ୍ତିଦିବସ ଉପଲକ୍ଷେ ବ୍ୟାସନଗର କଂଗ୍ରେସ କମିଟି ପକ୍ଷରୁ କ୍ରାନ୍ତି ଦିବସ ପାଳିତ ହୋଇଛି।

author img

By

Published : Aug 9, 2020, 11:16 AM IST

kranti divas
ବ୍ୟାସନଗର କଂଗ୍ରେସ କମିଟି ପକ୍ଷରୁ କ୍ରାନ୍ତିଦିବସ ପାଳିତ

ଯାଜପୁର: ଆଜି କ୍ରାନ୍ତିଦିବସ ଉପଲକ୍ଷେ ବ୍ୟାସନଗର କଂଗ୍ରେସ କମିଟି ପକ୍ଷରୁ କ୍ରାନ୍ତି ଦିବସ ପାଳିତ ହୋଇଛି। ରବିବାର ବ୍ୟାସନଗର କଂଗ୍ରେସ ସଭାପତି ତପନ ନାୟକଙ୍କ ସଭାପତିତ୍ୱରେ ବ୍ୟାସନଗର ସ୍ଥିତ ଇନ୍ଦିରା ଗାନ୍ଧୀ, ବିଜୁ ପଟ୍ଟନାୟକ, ଗୋପବନ୍ଧୁ ଦାସ ଓ ମହାତ୍ମା ଗାନ୍ଧୀଙ୍କ ଆଦି କ୍ରାନ୍ତିକରି ନେତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା।

ଏହି ଉତ୍ସବରେ ରାଜ୍ୟ କଂଗ୍ରେସର କାର୍ଯ୍ୟକାରୀ ସଭାନେତ୍ରୀ ବନ୍ଦିତା ପରିଡା, କୋରେଇ ବ୍ଳକର ସମସ୍ତ ବରିଷ୍ଠ କଂଗ୍ରେସ ନେତା, ଯୁବ କଂଗ୍ରସର ସଭାପତି ଓ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ଯୋଗ ଦେଇଥିଲେ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.