ETV Bharat / state

ମୁଖ୍ଯମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଯାଜପୁର କିନ୍ନର ସଂଘ

author img

By

Published : Jul 3, 2020, 10:02 PM IST

ରାଜ୍ୟ ସରକାରଙ୍କ ମଧୁବାବୁ ପେନସନ ଯୋଜନାରେ ସାମିଲ ହେଲେ କିନ୍ନର । ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କିନ୍ନର ସଂଘ । ଅଧିକ ପଢନ୍ତୁ..

ମୁଖ୍ଯମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଯାଜପୁର କିନ୍ନର ସଂଘ
ମୁଖ୍ଯମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଯାଜପୁର କିନ୍ନର ସଂଘ

ଯାଜପୁର: ରାଜ୍ୟ ସରକାରଙ୍କ ମଧୁବାବୁ ପେନସନ ଯୋଜନାରେ ସାମିଲ ହେଲେ କିନ୍ନର । ବିଭିନ୍ନ ସମୟରେ ରାଜ୍ୟ କିନ୍ନର ସଂଘ ପକ୍ଷରୁ ବିଭିନ୍ନ ଦାବି ମଧ୍ୟ ହୋଇ ଆସୁଥିଲା । କୋଭିଡ ୧୯ ଯୋଗୁ ଦୀର୍ଘ ତିନି ଚାରି ମାସ ହେବ ଚାଲିଛି ଲକ୍‌ଡାଉନ ସଟଡାଉନ ପ୍ରକ୍ରିୟା । ସେଥିପାଇଁ ହାତବାନ୍ଧି ବସିଥିଲେ ଅନେକ କିନ୍ନର ।

ଏପରି ସମୟରେ କିନ୍ନର ମାନଙ୍କ ପାଇଁ ସରକାରଙ୍କ ଏପରି ପଦକ୍ଷେପକୁ ଯାଜପୁର ଜିଲ୍ଲା କିନ୍ନର ସଂଘ ମାନେ ଖୁସିବ୍ୟକ୍ତ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଜିଲ୍ଲାର ଅନେକ କିନ୍ନର ଏଥିରୁ ଉପକୃତ ହେବ ବୋଲି କିନ୍ନର ସଂଘ କହିଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.