ETV Bharat / state

ବସଷ୍ଟାଣ୍ଡକୁ ଏସପି ମିନାଙ୍କ ଅଚାନକ ଗସ୍ତ - ବସଷ୍ଟାଣ୍ଡକୁ ଏସପି ମିନାଙ୍କ ଅଚାନକ ଗସ୍ତ

ଜିଲ୍ଲାର ବସଷ୍ଟାଣ୍ଡ ଗୁଡିକରେ ଖୁବଶିଘ୍ର ସିସିଟିଭି, ଅଭିଯୋଗ ବାକ୍ସ ଲଗାଯିବା ସହ, ମହିଳା, ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକମାନଙ୍କୁ ବସରେ ଗୁରୁତ୍ବ ଦିଆଯିବ । ଅଧିକ ପଢନ୍ତୁ...

visit
ବସଷ୍ଟାଣ୍ଡକୁ ଏସପି ମିନାଙ୍କ ଅଚାନକ ଗସ୍ତ
author img

By

Published : Jan 26, 2020, 1:27 AM IST

ଯାଜପୁର: ଶନିବାର ଜିଲ୍ଲାର ବସଷ୍ଟାଣ୍ଡକୁ ଅଚାନକ ଗସ୍ତ କରିଛନ୍ତି ଏସପି ଚରଣ ସିଂ ମିନା । ବସଷ୍ଟାଣ୍ଡରେ ପହଞ୍ଚି ଏସପି ଯାତ୍ରୀମାନଙ୍କର ସମସ୍ୟା ଓ ସୁବିଧା ସଂପର୍କରେ ପଚାରି ବୁଝିଥିଲେ। ତେବେ ଷ୍ଟାଣ୍ଡ ନିକଟରେ ଏକ ମଦ ଦୋକାନ ଥିବାରୁ ଅଧିକାଂଶ ସମୟରେ ଟ୍ରାଫିକ ଜାମ ହେଉଥିବାରୁ ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୋଲିସ କର୍ମଚାରୀ ନିୟୋଜିତ ପାଇଁ ବସ ମାଲିକ ଅନୁରୋଧ କରିଥିଲେ ।

ବସଷ୍ଟାଣ୍ଡକୁ ଏସପି ମିନାଙ୍କ ଅଚାନକ ଗସ୍ତ

ଏହି ସମୟରେ ଏସପି ଯାତ୍ରୀଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ମାଲିକମାନଙ୍କୁ କହିଥିଲେ । ବସଷ୍ଟାଣ୍ଡରେ ଖୁବ ଶୀଘ୍ର ସିସିଟିଭି, ଅଭିଯୋଗ ବାକ୍ସ ଲଗାଯିବା ସହ, ମହିଳା, ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକମାନଙ୍କୁ ବସରେ ଗୁରୁତ୍ବ ଦିଆଯିବ ବୋଲି ଟ୍ୟାକ୍ସି ଓ ମିନିବସ ଆସୋସିଏସନ ପକ୍ଷରୁ କୁହାଯାଇଛି।

ଯାଜପୁରରୁ ଜ୍ଞାନ ରଂଜନ ଓଝା, ଇଟିଭି ଭାରତ

Intro:
ସ୍ଥାନ: ଯାଜପୁର                                                       ଭିଜୁଆଲ: ଏସ୍ ପି ସରପ୍ରାଇଜ୍ ଭିଜିଟ୍
ତାରିଖ;-୨୫.୦୧.୨୦୨୦
କ୍ୟାମେରା/ରିପୋର୍ଟ: gyanaranjan ojha
ପଂର୍ମାଟ୍: ଏଭିଓ
ସ୍ଲଗ : ଯାଜପୁର ବସ୍ଷ୍ଟାଣ୍ଡକୁ ଏସ ପି ଚରଣ ସିଂ ମିନାଙ୍କ ଅଚାନକ ଗ୍ରସ୍ତ ।
ଆଙ୍କର
ଯାଜପୁର ବସ୍ଷ୍ଟାଣ୍ଡକୁ ଏସ ପି ଚରଣ ସିଂ ମିନାଙ୍କ ଅଚାନକ ଗ୍ରସ୍ତ । ବସ୍ଷ୍ଟାଣ୍ଡରେ ପହଂଚି ଏସ ପି ଚରଣ ସିଂ ମିନା ଯାତ୍ରୀମାନଙ୍କର ସମସ୍ୟା ଓ ସୁବିଧା ସଂପର୍କରେ ପଚାରି ବୁଝିିଥିଲେ । ଷ୍ଟାଣ୍ଡ ନିକଟରେ ଏକ ମଦ ଦୋକାନ ଥିବାରୁ ଅଧିକାଂଶ ସମୟରେ ଟ୍ରାଫିକ୍ ଜାମ ହେଉଥିବାରୁ ଟ୍ରାଫିକ୍ ନିୟନ୍ରଣ ପାଇଁ ପୋଲିସ କର୍ମଚାରୀ ନିୟୋଜନ ପାଇଁ ବସ ମାଲିକ ଅନୁରୋଧ କରିିଥିଲେ । ଏହି ସମୟରେ ଏସ ପି ଯାତ୍ରୀଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ମାଲିକମାନଙ୍କୁ କହିିଥିଲେ । ବସ୍ଷ୍ଟାଣ୍ଡରେ ଖୁବ୍ ଶୀଘ୍ର ସିସି ଟିଭି, ଅଭିଯୋଗ ବାକ୍ସ ବସାଇବାକୁ ବ୍ୟବସ୍ଥା, ମହିଳା, ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକମାନଙ୍କୁ ବସ୍ରେ ଗୁରୁତ୍ୱ ଦିଆଯିବ ବୋଲି ଟ୍ୟାକ୍ସି ଓ ମିନିବସ ଆସୋସିଏସନ ପକ୍ଷରୁ କୁହାଯାଇଛି ।
Body:newsConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.