ETV Bharat / state

ପିହୁ ନିଖୋଜ ଘଟଣା: ପରିବାରକୁ ଭେଟିଲେ ଯାଜପୁର ଏସପି

author img

By

Published : Jan 14, 2021, 12:59 PM IST

ବିଂଝାରପୁରର ବହୁ ଚର୍ଚ୍ଚିତ ନିଖୋଜ ଶିଶୁ କନ୍ୟା ପିହୁର ପରିବାରକୁ ଭେଟିଛନ୍ତି ଯାଜପୁର ଏସପି ରାହୁଲ ପି.ଆର । ଅଧିକ ପଢନ୍ତୁ...

ପିହୁ ନିଖୋଜ ଘଟଣା: ପରିବାରକୁ ଭେଟିଲେ ଯାଜପୁର ଏସପି
ପିହୁ ନିଖୋଜ ଘଟଣା: ପରିବାରକୁ ଭେଟିଲେ ଯାଜପୁର ଏସପି

ଯାଜପୁର: ବିଂଝାରପୁରର ବହୁ ଚର୍ଚ୍ଚିତ ନିଖୋଜ ଶିଶୁ କନ୍ୟା ପିହୁର ପରିବାରକୁ ଭେଟିଛନ୍ତି ଯାଜପୁର ଏସପି ରାହୁଲ ପି.ଆର । ପିହୁ ପରିବାରକୁ ଭେଟି ଘଟଣା ସମ୍ପର୍କରେ ପଚାରି ବୁଝିଛନ୍ତି। ବିଭିନ୍ନ ଦିଗକୁ ନେଇ ବିଚାରକୁ ନେଇ ତଦନ୍ତ ଚାଲିଛି ଏବଂ ଅତି ଶୀଘ୍ର ଅପରାଧୀ ଧରାପଡିବେ ବୋଲି ଏସପି କହିଛନ୍ତି।

ସୂଚନାଯୋଗ୍ୟ, ପିହୁ ନିଜ ଘର ଅଗଣାରେ ଖେଳୁଥିବା ବେଳେ ହଠାତ 5 ମାସ ତଳେ ନିଖୋଜ ହୋଇଯାଇଥିଲା। ବହୁ ଖୋଜା ଖୋଜି ପରେ ଆଜି ପର୍ଯ୍ୟନ୍ତ ପିହୁର କୌଣସି ସନ୍ଧାନ ମିଳିପାରିନାହିଁ । ତେବେ ଖୁବଶୀଘ୍ର ପିହୁକୁ ଖୋଜି ପରିବାରକୁ ହସ୍ତାନ୍ତର କରିବେ ବୋଲି ଏସପି ରାହୁଲ ପି. ଆର କହିଛନ୍ତି।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.