ETV Bharat / state

All India Computer Science Fair: ସ୍ଥାନ ପାଇଲେ ଯାଜପୁର ଝିଅ - ଭାରତ ସରକାରଙ୍କ ଡିଜିଟାଲ ଇଣ୍ଡିଆ ମିଶନ

ରାଜ୍ୟ ପାଇଁ ଗୌରବ ଆଣିଲେ ଯାଜପୁରର ଝିଅ ସୁଚିସ୍ମିତା ଦୀକ୍ଷିତ । ସର୍ବଭାରତୀୟ ଆୟୋଜିତ କମ୍ପୁଟର ବିଜ୍ଞାନ ମେଳା(All India Computer Science Fair )ରେ ୨୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇଲେ ସୁଚିସ୍ମିତା । ଅଧିକ ପଢନ୍ତୁ

All India Computer Science Fair: ସ୍ଥାନ ପାଇଲେ ଯାଜପୁରର ଝିଅ

author img

By

Published : Dec 3, 2021, 4:11 PM IST

ଯାଜପୁର: ରାଜ୍ୟ ପାଇଁ ଗୌରବ ଆଣିଲେ ଓଡିଆ ଝିଅ । ସର୍ବଭାରତୀୟ ଆୟୋଜିତ କମ୍ପୁଟର ବିଜ୍ଞାନ ମେଳା(All India Computer Science Fair )ରେ ୨୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇଲେ ଯାଜପୁରର ଝିଅ ସୁଚିସ୍ମିତା ଦୀକ୍ଷିତ । ଆୟୋଜିତ କମ୍ପୁଟର ବିଜ୍ଞାନ ମେଳାରେ ସେ ନିଜର ଦକ୍ଷତା ପ୍ରଦର୍ଶନ କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ।

All India Computer Science Fair: ସ୍ଥାନ ପାଇଲେ ଯାଜପୁରର ଝିଅ

ଏହି ବିଜ୍ଞାନ ମେଳା ଭାରତ ସରକାରଙ୍କ ଡିଜିଟାଲ ଇଣ୍ଡିଆ ମିଶନ (Digital India Mission) ଦ୍ୱାରା ପରିଚାଳିତ ହେଉଥିବା ବେଳେ ଏହାର ମୂଳ ଲକ୍ଷ୍ୟ ମଧ୍ୟବିତ ପରିବାରରୁ ଛାତ୍ରଛାତ୍ରୀ ଆଣି ତାଙ୍କର ଜ୍ଞାନକୋଶଳ ରେ ଭାରତ କମ୍ପୁଟର ବିଜ୍ଞାନ (Computer Science )କୁ ଆହୁରି ଶକ୍ତିଶାଳୀ କରିବା । ଏଥିପାଇଁ ସର୍ବ ଭାରତୀୟ ସ୍ତରରେ ୨୦ଜଣ ମନୋନୀତ ହେଇଛନ୍ତି । ଏଥିମଧ୍ୟରୁ ଓଡିଶାର ଯାଜପୁର ଜିଲ୍ଲାର ସିଧେଶ୍ୱର ଗ୍ରାମର ସନାତନ ଦୀକ୍ଷିତଙ୍କ ସାନ ଝିଅ ସୁଚିସ୍ମିତା ଦୀକ୍ଷିତଙ୍କୁ ସ୍ଥାନ ମିଳିଛି ।

ସୁଚିସ୍ମିତା ସ୍ଥାନୀୟ ଯଯାତି କେଶରୀ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ରୀ ଅଟନ୍ତି । ତେବେ ମାନପତ୍ର ପ୍ରଦାନ ଉତ୍ସବରେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନ ବୈଷ୍ଣଵ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃତି ଛାତ୍ରଛାତ୍ରୀଙ୍କୁ ମାନପତ୍ର ଏବଂ ପୁରସ୍କୃତ କରିଥିଲେ । ଆଗାମୀ ଦିନରେ ଏହି ପ୍ରୟାସ ଜାରି ରହିବ ବୋଲି କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଥିଲେ । ଏହି ସଫଳତା ପାଇଁ ରାଜ୍ୟର କୋଣଅନୁକୋଣରୁ ସୁଚିସ୍ମିତା ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.