ETV Bharat / state

ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଭିତ୍ତିଭୂମି ଯାଞ୍ଚ - ଯାଜପୁର ମେଡିକାଲ କଲେଜ

ଯାଜପୁର ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଭିତ୍ତିଭୂମି ଯାଞ୍ଚ୍‌ କଲେ ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ଜିଲାପାଳ ରଞ୍ଜନ କୁମାର ଦାସ । ଆସନ୍ତା ୧୫ରୁ ଆରମ୍ଭ ହେବ ଫିଜିଓଥେରାପି ଓ କିଡନୀ ଡାଏଲିସିିସର ସ୍ୱତନ୍ତ୍ର ୱାର୍ଡ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର
author img

By

Published : Aug 7, 2019, 3:04 PM IST

ଯାଜପୁର: ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ବିଭିନ୍ନ ଭିତ୍ତିଭୂମି ବ୍ୟବସ୍ଥାର ଯାଞ୍ଚ କରାଯାଇଛି । ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଏବଂ ଯାଜପୁର ଜିଲାପାଳ ରଞ୍ଜନ କୁମାର ଦାସ ମିଳିିତ ଭାବେ ଡାକ୍ତରଖାନା ପରିଦର୍ଶନ କରି ଭିତ୍ତିଭୂମିର ଯାଞ୍ଚ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଯାଜପୁର ମେଡିକାଲ କଲେଜ ପାଇଁ ୩୦୦ ବେଡର ଆବଶ୍ୟକତା ଥିବାବେଳେ ବର୍ତ୍ତମାନ ୧୦୦ ଶଯ୍ୟା ରହିଛି । ସେଥିପାଇଁ ଆଉ ୨୦୦ ବେଡ ପ୍ରତିଷ୍ଠା ଲାଗି ଏମସିଏଚ ବିଲ୍ଡିଂ କରାଯିବାକୁ ନିଷ୍ପତ୍ତି ହୋଇଛି । ଏନେଇ ଆସନ୍ତା ୧୫ ତାରିଖ ଦିନ ଫିଜିଓଥେରାପି ଓ କିଡନୀ ରୋଗୀଙ୍କ ପାଇଁ ଡାଏଲିସିିସର ସ୍ୱତନ୍ତ୍ର ୱାର୍ଡ ଆରମ୍ଭ କରାଯିବ ବୋଲି ଜିଲାପାଳ କହିଛନ୍ତି ।

ଆଗାମୀ ଦିନରେ ଉନ୍ନତ ମାନର ରୋଗୀ ସେବା ଯୋଗାଇବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯିବାକୁ ନିଷ୍ପତ୍ତି ହୋଇଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Intro:Sulg – INSPECTION
Format – Avo
Report – Gyana ranjan ojha
Place – jajpur
Date-07.08.2019
ଆଙ୍କର
ଯାଜପୁରରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ବିଭିନ୍ନ୍ ଭିତିଭୂମି ବ୍ୟବସ୍ଥାର ଯାଂଚ କରାଯାଇଛି । ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଏବଂ ଯାଜପୁର ଜିଲାପାଳ ରଂଜନ କୁମାର ଦାସ ମିଳିିତ ଭାବେ ଡାକ୍ତରଖାନା ପରିଦର୍ଶନ କରି ଭିତିଭୂମିର ଯାଂଚ କରିଥିଲେ । ଯାଜପୁର ମେଡିକାଲ କଲେଜ ପାଇଁ ୩୦୦ ବେଡର ଆବଶ୍ୟକତା ଥିବା ବେଳେ ବର୍ତମାନ ୧୦୦ ଶଯ୍ୟା ରହିଛି । ସେଥିପାଇଁ ଆଉ ୨୦୦ ବେଡ ପ୍ରତିଷ୍ଠା ପାଇଁ ଏମସିଏଚ ବିଲ୍ଡିଂ କରାଯିବାକୁ ନିଷ୍ପତି ହୋଇଛି । ଏଥିସହିତ ଆସନ୍ତା ୧୫ ତାରିଖ ଦିନ ପିଂଜିଓଥେରାପି ଓ କିଡନି ରୋଗୀଙ୍କ ପାଇଁ ଡାଏଲିସିିସର ସ୍ୱତନ୍ତ୍ର ୱାର୍ଡ ର ଆରମ୍ଭ କରାଯିବ ବୋଲି ଜିଲାପାଳ କହିଛନ୍ତି । ଆଗାମୀ ଦିନରେ ଉନ୍ନତ ମାନର ରୋଗୀ ସେବା ଯୋଗାଇବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯିବାକୁ ନିଷ୍ପତି ହୋଇଛି ।

Body:NewsConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.