ETV Bharat / state

ଧରାପଡିଲେ ସୁନାଚେନ ଲୁଟେରା ଗ୍ୟାଙ୍ଗ - jajpur

ଯାଜପୁର ଜିଲ୍ଲାର କଳିଙ୍ଗନଗର ଥାନା ଅଞ୍ଚଳରେ ଦୀର୍ଘ ଦିନ ଧରି ଲୋକଙ୍କଠାରୁ ସୁନାଚେନ ଲୁଟି ଆତଙ୍କ ସୃଷ୍ଟି କରୁଥିବା ୩ଜଣ ଲୁଟେରାକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନଙ୍କଠାରୁ ଗୋଟିଏ ଚେନ, ଗୋଟିଏ ଅଧାଛିଣ୍ଡା ଚେନ ଓ ନମ୍ବର ବିହିନ ୨ଟି ବାଇକ ପୋଲିସ ଜବତ କରିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର
author img

By

Published : Jul 8, 2019, 5:48 PM IST

ଯାଜପୁର: ବଡ ସହରଠାରୁ ଆରମ୍ଭ କରି ଛୋଟ ସହରରେ ଚାଲିଛି ଲୁଟପାଟ । ଯାଜପୁର ଜିଲ୍ଲାର କଳିଙ୍ଗନଗର ଥାନା ଅଞ୍ଚଳରେ ଦୀର୍ଘ ଦିନ ଧରି ଲୋକଙ୍କଠାରୁ ସୁନାଚେନ ଲୁଟି ଆତଙ୍କ ସୃଷ୍ଟି କରୁଥିଲେ ଲୁଟେରା । ତେବେ ଏହି ଲୁଟେରାଙ୍କୁ ଧରିବାରେ ପୋଲିସ ସକ୍ଷମ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଲୋକଙ୍କଠାରୁ ସୁନାଚେନ ଲୁଟି ଆତଙ୍କ ସୃଷ୍ଟି କରିଥିବା ୩ଜଣ ଲୁଟେରାକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । କଳିଙ୍ଗ ନଗର ଅଞ୍ଚଳରେ ଏମାନେ ବିଭିନ୍ନ ସ୍ଥାନରେ ବୁଲି ବୁଲି ଲୁଟ କରୁଥିଲେ । ଏହି ଲୁଟେରାମାନେ ହେଲେ ସୁକିନ୍ଦାଥାନ ଅନ୍ତର୍ଗତ ଦଲକି ଗ୍ରାମର ଇନ୍ଦ୍ରମଣି ମହନ୍ତ, ଯାଜପୁର ରୋଡଥାନା ଅନ୍ତର୍ଗତ ମାନପୁର ଗ୍ରାମର ନିଲୁ ପାତ୍ର ଓ ଲୁଟ ସୁନା କିଣିଥିବା ଦୋକାନୀ ଯାଜପୁରର ଶ୍ରୀଧର ପୃଷ୍ଟି । ସେମାନଙ୍କଠାରୁ ଗୋଟିଏ ଚେନ, ଗୋଟିଏ ଅଧାଛିଣ୍ଡା ଚେନ ଓ ନମ୍ବର ବିହିନ ୨ଟି ବାଇକ ପୋଲିସ ଜବତ କରିଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:slug-Chain Snatchers Arrested
format-avo
reporter-Gyanaranjan ojha
place-jajpur
date-08.07.19
Anchor--ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଅଂଚଳରେ ଅନେକ ଲୋକଙ୍କ ଠାରୁ ସୁନାଚେନ ଲୁଟି ଆତଙ୍କ ସୃଷ୍ଟି କରିଥିବା ୩ଜଣ ଲୁଟେରାକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । କଳିଙ୍ଗ ନଗର ଅଂଚଳରେ ଏମାନେ ବିଭିନ୍ନ ସ୍ଥାନରେ ବୁଲି ଲୁଟ କରୁଥିଲେ । ଏହି ଲୁଟେରା ମାନେ ହେଲେ ସୁକିନ୍ଦାଥାନ ଅନ୍ତର୍ଗତ ଦଲକି ଗ୍ରାମର ଇନ୍ଦ୍ରମଣି ମହନ୍ତ,ଯାଜପୁର ରୋଡଥାନା ଅନ୍ତର୍ଗତ ମାନପୁର ଗ୍ରାମର ନିଲୁ ପାତ୍ର ଓ ଲୁଟ ସୁନା କିଣିଥିବା ଦୋକାନୀ ଯାଜପୁରର ଶ୍ରୀଧର ପୃଷ୍ଟିଙ୍କୁ ପୋଲିସ ଗିରଫ କରିଥିଲା । ସେମାନଙ୍କ ଠାରୁ ଗୋଟିଏ ଚେନ , ଗୋଟିଏ ଅଧାଛିଣ୍ଡା ଚେନ ଓ ନମ୍ବର ବିହିନ ୨ଟି ବାଇକ ପୋଲିସ ଜବତ କରିଛି ।

Body:NewsConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.