ETV Bharat / state

ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର

ଯାଜପୁର ରୋଡ ଥାନା ଶୋବରା ଜାତୀୟ ରାଜପଥ କଡରେ ଥିବା ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ପୋଲିସର ତଦନ୍ତ ଆରମ୍ଭ । ଅଧିକ ପଢନ୍ତୁ

author img

By

Published : Feb 2, 2022, 6:33 PM IST

Hanging Dead Body Found: ଯୁବତୀଙ୍କ ମୃତ୍ୟୁକୁ ନେଇ କାରଣ ଅସ୍ପସ୍ଟ

ଯାଜପୁର: ଯାଜପୁର ରୋଡ ଥାନା ଶୋବରା ଜାତୀୟ ରାଜପଥ କଡରେ ଥିବା ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ପୋଲିସର ତଦନ୍ତ ଆରମ୍ଭ । ସୂଚନା ମୁତାବକ ଆଜି(ବୁଧବାର) ଅପରାହ୍ନରେ ଶୋବରା ଜାତୀୟ ରାସ୍ତା ଦେଇ କିଛି ଲୋକ ଯିବା ସମୟରେ ଏକ ଗଛରେ ମୃତଦେହ ଝୁଲିଥିବା ଦେଖିବାକୁ ପାଇଥଲେ ।

ତେବେ ମୃତଦେହ ଦେଖି ତୁରନ୍ତ ଯାଜପୁର ରୋଡ ପୋଲିସକୁ ଖବର ଦେଇଥିଲେ ଲୋକେ । ଯାଜପୁର ରୋଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଠାବ କରିଥିଲେ । ଯୁବତୀ ଜଣଙ୍କ ପରିଚୟ ମିଳିନଥିବାବେଳେ ସେ କାହିଁକି ଆତ୍ମହତ୍ୟା କରିଛନ୍ତି ସେସମ୍ପର୍କରେ କିଛି ଜଣାପଡ଼ିନାହିଁ । ସେପଟେ ମାଜିଷ୍ଟ୍ରେଟ ଆସିଲା ପରେ ମୃତଦେହ ତଳକୁ ଆଣି ଘଟଣାର ତଦନ୍ତ ଆରମ୍ଭ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.