ETV Bharat / state

ସହକାରୀ ଜିଲ୍ଲାପାଳଙ୍କୁ ଆକ୍ରମଣ ଘଟଣାରେ 5 ଅଭିଯୁକ୍ତ କୋର୍ଟ ଚାଲାଣ - jajpur five accused court forward

ସହକାରୀ ଜିଲ୍ଲାପାଳ ତାରିଣୀସେନ ପଟ୍ଟନାୟକଙ୍କୁ ଆକ୍ରମଣ କରିଥିବା 5 ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କଲା ସଦର ପୋଲିସ । ଅଧିକ ପଢନ୍ତୁ...

ସହକାରୀ ଜିଲ୍ଲାପାଳଙ୍କୁ ଆକ୍ରମଣ ଘଟଣାରେ 5 ଅଭିଯୁକ୍ତ କୋର୍ଟ ଚାଲାଣ

author img

By

Published : Feb 15, 2021, 10:46 PM IST

ଯାଜପୁର : ସହକାରୀ ଜିଲ୍ଲାପାଳ ତାରିଣୀସେନ ପଟ୍ଟନାୟକଙ୍କୁ ଆକ୍ରମଣ କରିଥିବା 5 ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କଲା ସଦର ପୋଲିସ ।

ଗତକାଲି ରାତିରେ ତାରିଣୀସେନ ନିଜ ପରିବାର ସହିତ ଘରକୁ ଫେରୁଥିବା ବେଳେ କୁଆଖିଆ ଯାଜପୁର ରାସ୍ତାର କବିରପୁର ନିକଟରେ କେତେକ ଦୁର୍ବୃତ୍ତ ସଂଘବୋଧ ଆକ୍ରମଣ କରିଥିଲେ । ପ୍ରଥମେ ବାଇକ ଦୁର୍ଘଟଣାକୁ ନେଇ ବଚସା ହୋଇଥିଲା ଓ ପରେ ସହକାରୀ ଜିଲ୍ଲାପାଳଙ୍କୁ ଆକ୍ରମଣ କରିଥିଲେ ଦୁର୍ବୃତ୍ତ ମାନେ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.