ETV Bharat / state

ବିଦ୍ୟୁତ୍ ସମସ୍ୟା: ପାଣିକୋଇଲି ବିଦ୍ୟୁତ ସଵଷ୍ଟେସନ ଘେରାଉ

ଫନି ପ୍ରଭାବରେ ଯାଜପୁର ବ୍ଲକ ନୁରୂଙ୍ଗାରେ ବିଦ୍ୟୁତ୍ ସମସ୍ୟା ଦେଖାଦେଇଛି । ଏହାର ପ୍ରତିବାଦରେ ସ୍ଥାନୀୟ ଗ୍ରାମବାସୀଙ୍କ ପକ୍ଷରୁ ପାଣିକୋଇଲି ବିଦ୍ୟୁତ ସଵଷ୍ଟେସନ ଘେରାଉ କରାଯାଇଛି ।

author img

By

Published : May 5, 2019, 12:05 PM IST

ଫଟୋ ସୌଜନ୍ଯ:ସମ୍ବାଦଦାତା, ଯାଜପୁର

ଯାଜପୁର: ବାତ୍ୟା ଫନି ପରେ ସାରା ରାଜ୍ୟରେ ବହୁ କ୍ଷୟକ୍ଷତି ଘଟିଥିବାବେଳେ ପୁରୀ, ଭୁବନେଶ୍ୱର, କଟକ, ଭଦ୍ରକ ଓ ଜଗତସିଂହପୁର ଆଦି ସ୍ଥାନରେ ଏହାର ପ୍ରଭାବ ବେଶ ଅଧିକ ଥିଲା । ତେବେ ଫନିର ପ୍ରଭାବରେ ଯାଜପୁର ବ୍ଲକ ନୁରୂଙ୍ଗାରେ ବିଦ୍ୟୁତ୍ ସମସ୍ୟା ଦେଖାଦେଇଛି ।

ଭିଡିଓ ସୌଜନ୍ଯ:ସମ୍ବାଦଦାତା, ଯାଜପୁର

ଜିଲ୍ଲାରେ ବିଦ୍ୟୁତ୍ ସମସ୍ୟା ଦେଖାଦେଇଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଏହାର ପ୍ରତିବାଦରେ ସ୍ଥାନୀୟ ଗ୍ରାମବାସୀଙ୍କ ପକ୍ଷରୁ ପାଣିକୋଇଲି ବିଦ୍ୟୁତ ସଵଷ୍ଟେସନ ଘେରାଉ କରାଯାଇଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:Body:

gf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.