ETV Bharat / state

ଯାଜପୁର ଲୋକ ଅଦାଲତରେ କୋଟି କୋଟି ଟଙ୍କା ଆଦାୟ - jajpur lok adalat

ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୁଲ୍ୟରେ ଲୋକ ଅଦଲାତ ଅନୁଷ୍ଠିତ । ଏହି ଲୋକ ଅଦାଲତରେ ବିଭିନ୍ନ ପ୍ରକାର ମୋକଦ୍ଦମା ରହିଥିବାବେଳେ ଜୋରିମାନା ବାବଦକୁ କୋଟି କୋଟି ଟଙ୍କା ଆଦାୟ ହୋଇଛି । ଅଧିକ ପଢନ୍ତୁ...

ଯାଜପୁର ଲୋକ ଅଦାଲତରେ  କୋଟି କୋଟି ଟଙ୍କା ଆଦାୟ
ଯାଜପୁର ଲୋକ ଅଦାଲତରେ କୋଟି କୋଟି ଟଙ୍କା ଆଦାୟ
author img

By

Published : Feb 9, 2020, 11:50 AM IST

ଯାଜପୁର: ଜିଲ୍ଲା ମୁଖ୍ୟବିଚାର ବିଭାଗୀୟ ଅଦାଲତ ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୁଲ୍ୟରେ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତକୁ ଜିଲ୍ଲା ଦୌରା ଜଜ ବିରଞ୍ଚି ନାରାୟଣ ମିଶ୍ର ଆନୁଷ୍ଠନିକ ଭାବରେ ଉଦଘାଟନ କରିଥିଲେ ।

ଯାଜପୁରରେ ଲୋକ ଅଦାଲତ କରି କୋଟି କୋଟି ଟଙ୍କା ଆଦାୟ

ଏହି ଲୋକ ଅଦାଲତରେ ଅପରାଧିକ ମାମଲା, ଚେକ ବାଉନ୍ସ ମାମଲା ଓ ବ୍ୟାଙ୍କ ପ୍ରିଲିଟିକେସନ ମାମଲା ସହ ମୋଟ 573 ଗୋଟି ମୋକଦ୍ଦମା ଫୈସଲା ହୋଇଥିଲା । ସେଥିମଧ୍ୟରୁ 494 ଗୋଟି ଫୌଜଦାରୀ, 23ଟି ମୋଟର ଦୁର୍ଘଟଣା ଜନିତ ମାମଲା, 50 ଦେଓ୍ୟାନି, 6ଟି ପାରିବାରିକ କହଳ ମୋକଦ୍ଦମା ରହିଛି।

ସେହିଭଳି ଜୋରିମାନା ବାବଦକୁ ମୋଟ ଟ 1 କୋଟି 41 ଲକ୍ଷ 81 ହଜାର 929 ଟଙ୍କା ଆଦାୟ କରାଯାଇଛି । ଏହି ଲୋକ ଅଦାଲତରେ 246 ଗୋଟି ବ୍ୟାଙ୍କ ମାମଲା ଫଇସଲା କରାଯାଇ ମୋଟ ଟ.53 ଲକ୍ଷ 83 ହଜାର 361 ଟଙ୍କା ଆଦାୟ କରାଯାଇଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:ସ୍ଥାନ:ଯାଜପୁର                                                       ଭିଜୁଆଲ : ଲୋକ ଅଦାଲତ
ତାରିଖ:୦୯.୦୨.୨୦୨୦                  
/ରିପୋର୍ଟ:Gyanaranjan ojha
ପଂର୍ମାଟ: ଏଭିଓ
ସ୍ଲଗ: ଯାଜପୁର ଜିଲା ମୁଖ୍ୟ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ।
ଆଙ୍କର
ଯାଜପୁର ଜିଲା ମୁଖ୍ୟବିଚାର ବିଭାଗୀୟ ଅଦାଲତ ପରିସରରେ ଜିଲ୍ଳା ଆଇନ ସେବା ପ୍ରାଧିକରଣ ଆନୁକୁଲ୍ୟରେ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତକୁ ଜିଲ୍ଳା ଦୈାରା ଜଜ ଶ୍ରୀ ବିରଂଚି ନାରାୟଣ ମିଶ୍ର ଆନୁଷ୍‌ାନିକ ଭାବରେ ଉଦଘାଟନ କରିଥିଲେ । ଏହି ଲୋକ ଅଦାଲତରେ କ୍ରିମିନାଲ ମାମଲା, ଚେକ୍ ବାଉନ୍ସ ମାମଲା ଏବଂ ବ୍ୟାଙ୍କ ପ୍ରିଲିଟିକେସନ୍ ମାମଲା ସହ ମୋଟ ୫୭୩ ଗୋଟି ମକଦ୍ଦମା ପଂଇସଲା ହୋଇଥଲା । ସେଥି ମଧ୍ୟରୁ ୪୯୪ ଗୋଟି ପେଂ÷ାଜଦାରୀ, ୨୩ ଗୋଟି ମୋଟର ଦୁର୍ଘଟଣା ଜନିତ ମାମଲା, ୫୦ ଗୋଟି ଦେଓ୍ୟାନି, ୬ ଗୋଟି ପାରିବାରିକ କଳହ ମକଦ୍ଦମା ଅଟେ । ସେହିଭଳି ଜରିମାନା ବାବଦକୁ ମୋଟ ଟ.୧୪୧୮୧୯୨୯.୦୦ ଆଦାୟ କରାଯାଇଛି । ଏହି ଲୋକ ଅଦାଲତରେ ୨୪୬ ଗୋଟି ବ୍ୟାଙ୍କ ମାମଲା ପଂଇସଲା କରାଯାଇ ମୋଟ ଟ ୫୩୮୩୩୬୧.୦୦ ମଧ୍ୟ ଆଦାୟ କରାଯାଇଛି ।
Body:newsConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.