ETV Bharat / state

ଗୁଳିକାଣ୍ଡ ଘଟଣାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ - ଅଭିଯୁକ୍ତକୁ ଆଜୀବନ

ଚଣ୍ଡିଖୋଲ ବିଜେଡି ପାର୍ଟି ଅଫିସ ସମ୍ମୁଖରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ଅଭିଯୁକ୍ତ ଶେଷଦେବ ସ୍ବାଇଁଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ ଯାଜପୁର ଜିଲ୍ଲା ଦୌରାଜଜ ।

conviction
conviction
author img

By

Published : Dec 13, 2019, 1:33 PM IST

ଯାଜପୁର: ୨୦୧୪ ମସିହା ମାର୍ଚ୍ଚ ୨୦ ତାରିଖରେ ଚଣ୍ଡିଖୋଲ ବିଜେଡି ପାର୍ଟି ଅଫିସ ସମ୍ମୁଖରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ଅଭିଯୁକ୍ତ ଶେଷଦେବ ସ୍ବାଇଁଙ୍କୁ ଆଜୀବନ କାରାଦଣ୍ଡାଦେଶ । ଯାଜପୁର ଜିଲ୍ଲା ଦୌରାଜଜ ଗୁରୁବାର ସମସ୍ତ ସାକ୍ଷ୍ୟ ଓ ପ୍ରମାଣକୁ ଗ୍ରହଣ କରି ଏହି ବିଚାର ଶୁଣାଇଛନ୍ତି ।

ଗୁଳିକାଣ୍ଡ ଘଟଣାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଚଣ୍ଡିଖୋଲ ବିଜେଡି କାର୍ଯ୍ୟାଳୟ ସମ୍ମୁଖରେ ନୂଆ ସୁଙ୍ଗୁଡା ଗାଁର ଦୀପକ କୁମାର ନାୟକଙ୍କୁ ୪ ଜଣ ଗୁଳିକରି ହତ୍ୟା କରିଥିଲେ । ଏହି ଘଟଣା ପରେ ଦୁବୃର୍ତ୍ତ ମାନେ ଖସି ପଳାଇବାକୁ ଉଦ୍ୟମ କରୁଥିବା ସମୟରେ ଦୁର୍ଘଟଣା ଘଟି ଅନ୍ୟତମ ଅଭିଯୁକ୍ତ ଜଗନ୍ନାଥ ମହାରଣାଙ୍କର ମୃତ୍ୟୁ ଘଟିଥିଲା ।

ଅନ୍ୟତମ ଅଭିଯୁକ୍ତ ଅଜିତ୍ କୁମାର ପରିଡା ପୂର୍ବରୁ ଗିରଫ ହୋଇଥିବା ବେଳେ ଅଭିଯୁକ୍ତ ମୁନୁ ମହାରଣା ଏବେ ବି ଫେରାର ଅଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିଲା । ଏହି ଘଟଣାରେ ୧୬ ଜଣ ସାକ୍ଷୀଙ୍କ ବୟାନ ଓ ପ୍ରମାଣକୁ ଆଧାର କରି ମାନ୍ୟବର ଅଦାଲତ ଏହି ରାୟ ଶୁଣାଇଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:ଯାଜପୁର                                                       ଭିଜୁଆଲ:କନ୍ଭିକସନ୍
ତାରିଖ:୧୩.୧୨.୨୦୧୯
ରିପୋର୍ଟ:Gyanaranjan ojha
ପଂର୍ମାଟ୍: ଏଭିଓ
ସ୍ଲଗ : ଗୁଳିକାଣ୍ଡ ଘଟଣାରେ ଅଭିଯୁକ୍ତ ଶେଷଦେବ ସ୍ୱାଇଁଙ୍କୁ ଆଜୀବନ କାରାଦଣ୍ଡାଦେଶ ।
ଆଙ୍କର
୨୦୧୪ ମସିହା ମାର୍ଚ୍ଚ ୨୦ ତାରିଖରେ ଯାଜପୁର ଚଣ୍ଡିଖୋଲ ବିଜେଡି ପାର୍ଟି ଅପିଂସ ସମ୍ମୁଖରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ଅଭିଯୁକ୍ତ ଶେଷଦେବ ସ୍ୱାଇଁଙ୍କୁ ଆଜୀବନ କାରାଦଣ୍ଡାଦେଶ । ଯାଜପୁର ଜିଲା ଦୌରାଜଜ ଆଜି ସମସ୍ତ ସାକ୍ଷ୍ୟ ଓ ପ୍ରମାଣକୁ ଗ୍ରହଣ କରି ଏହି ବିଚାର ଶୁଣାଇଛନ୍ତି । ପୂର୍ବଶତୃତାକୁ କେନ୍ଦ୍ର କରି ଚଣ୍ଡିଖୋଲ ବିଜେଡି କାର୍ଯ୍ୟାଳୟ ସମ୍ମୁଖରେ ନୂଆ ସୁଂଗୁଡା ଗାଁର ଦୀପକ କୁମାର ନାୟକଙ୍କୁ ୪ ଜଣ ଗୁଳି କରି ହତ୍ୟା କରିଥିଲେ । ଏହି ଘଟଣା ପରେ ଦୁବୃର୍ତ ମାନେ ପେଂରାର ହୋଇଯାଉଥିବା ସମୟରେ ଦୁର୍ଘଟଣା ଘଟି ଅନ୍ୟତମ ଅଭିଯୁକ୍ତ ଜଗନ୍ନାଥ ମହାରଣା ଙ୍କର ମୃତ୍ୟୁ ଘଟିଥିଲା । ୍ରଅନ୍ୟତମ ଅଭିଯୁକ୍ତ ଅଜିତ୍ କୁମାର ପରିଡା ପୂର୍ବରୁ ଗିରପଂ ହୋଇଥିବା ବେଳେ ଅଭିଯୁକ୍ତ ମୁନୁ ମହାରଣା ଏବେ ବି ପେଂରାର ଅଛନ୍ତି । ପୂର୍ବଶତୃତା କୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିଲା । ଏହି ଘଟଣା ରେ ୧୬ ଜଣ ସାକ୍ଷୀଙ୍କ ବୟାନ ଓ ପ୍ରମାଣକୁ ଆଧାର କରି ମାନ୍ୟବର ଅଦାଲତ ଏହି ରାୟ ଶୁଣାଇଛନ୍ତି ।
Body:newsConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.