ETV Bharat / state

ପ୍ରସ୍ତାବିତ ସଂରକ୍ଷଣ ତାଲିକାକୁ ନେଇ ବିବାଦ

author img

By

Published : Dec 31, 2021, 8:40 PM IST

ଯାଜପୁର ଜିଲ୍ଲାର ବିଞ୍ଝାରପୁର ବ୍ଲକ କପିଳା ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତାବିତ ସଂରକ୍ଷଣ ତାଲିକାକୁ ନେଇ ଦେଖାଦେଇଛି ବିବାଦ । ଅଧିକ ପଢନ୍ତୁ

ପ୍ରସ୍ତାବିତ ସଂରକ୍ଷଣ ତାଲିକାକୁ ନେଇ ବିବାଦ
ପ୍ରସ୍ତାବିତ ସଂରକ୍ଷଣ ତାଲିକାକୁ ନେଇ ବିବାଦ

ଯାଜପୁର: ଜିଲ୍ଲାର ବିଞ୍ଝାରପୁର ବ୍ଲକ କପିଳା ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତାବିତ ସଂରକ୍ଷଣ ତାଲିକାକୁ ନେଇ ଦେଖାଦେଇଛି ବିବାଦ । ଚଳିତ ନିର୍ବାଚନରେ ସରପଞ୍ଚ ପଦବୀ ପାଇଁ ଏହା ଅସଂରକ୍ଷିତ ହେବା ପାଇଁ ସ୍ଥିର ହୋଇଥିବା ବେଳେ ନିକଟରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ ଏହାକୁ ତଫସିଲ ଭୁକ୍ତ ଜାତିମାନଙ୍କ ପାଇଁ ସଂରକ୍ଷିତ କରାଯାଇଛି ।

ପ୍ରସ୍ତାବିତ ସଂରକ୍ଷଣ ତାଲିକାକୁ ନେଇ ବିବାଦ

ଯାହାର ପ୍ରତିବାଦ କରି ଗ୍ରାମବାସୀ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇ ଏହାର ସାନି ବିଚାର କରିବାକୁ ନିବେଦନ କରିଛନ୍ତି । ଜିଲ୍ଲା ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ନଦେଲେ ବାଧ୍ୟ ହୋଇ ଆଇନର ଆଶ୍ରୟ ନିଆଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.