ETV Bharat / state

ମୃତ ପୋଲିଂ ଅଫିସରଙ୍କ ପରିବାରକୁ ୧୫ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ - ଅପିଂସରଙ୍କ ପରିବାର

ଡ୍ୟୁଟିରେ ଥାଇ ମୃତ୍ୟୁ ଘଟିଥିବା ପୋଲିଂ ଅଫିସରଙ୍କ ପରିବାରକୁ ମିଳିଲା କ୍ଷତିପୂରଣ । ନିର୍ବାଚନ କମିଶନଙ୍କ ପକ୍ଷରୁ ମିଳିଲା ୧୫ ଲକ୍ଷ ଟଙ୍କା ।

ଅପିଂସରଙ୍କ ପରିବାରକୁ  ୧୫ ଲକ୍ଷ ଟଙ୍କା
ଅପିଂସରଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା
author img

By

Published : Dec 7, 2019, 8:52 PM IST

ଯାଜପୁର: ଗତ ସାଧାରଣ ନିର୍ବାଚନରେ ପୋଲିଂ ଅଫିସର ଡ୍ୟୁଟିରେ ଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା । ଏଥିପାଇଁ ନିର୍ବାଚନ କମିଶନ ମୃତ ଅଧିକାରୀଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିଛନ୍ତି । ଗତ ସାଧାରଣ ନିର୍ବାଚନରେ ପ୍ରକାଶ ଖଟୋଇ ଯାଜପୁର ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ପୋଲିଂ ଅଫିସର ଡ୍ୟୁଟି କରୁଥିବା ସମୟରେ ହଠାତ୍ ତାଙ୍କର ମୃତ୍ୟୁ ଘଟିଥିଲା ।

ମୃତ ପୋଲିଂ ଅପିଂସରଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା କ୍ଷତିପୁରଣ ପ୍ରଦାନ

ଏହାର କ୍ଷତିପୂରଣ ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ୧୫ ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ । ଶୁକ୍ରବାର ଯାଜପୁରର ଭାରପ୍ରାପ୍ତ ଜିଲାପାଳ ମିହିର ପ୍ରସାଦ ମହାନ୍ତି ପ୍ରକାଶଙ୍କ ସିଂହପୁର ସ୍ଥିତ ବାସଭବନରେ ପହଁଚି ପରିବାର ଲୋକଙ୍କୁ ଚେକ୍ ପ୍ରଦାନ କରିଥିଲେ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:ଥାନ: ଯାଜପୁର                                              ଭିଜୁଆଲ:କମ୍ପାନସେସନ
ତାରିଖ:୦୭.୧୨.୨୦୧୯
/ରିପୋର୍ଟ: gyanaranjan ojha
ପଂର୍ମାଟ୍: ଏଭିଓ
ସ୍ଲଗ : ୧୫ ଲକ୍ଷ ଟଙ୍କା କ୍ଷତିପୁରଣ ପ୍ରଦାନ
ଆଙ୍କର
ଗତ ସାଧାରଣ ନିର୍ବାଚନ ରେ ପୋଲିଂ ଅପିଂସର ଡ୍ୟୁଟିରେ ଥିବା ବେଳେ ମୃତ୍ୟୁବରଣ କରିଥିବା ଅଧିକାରୀଙ୍କୁ ନିର୍ବାଚନ କମିଶନ ଙ୍କ ପକ୍ଷରୁ ୧୫ ଲକ୍ଷ ଟଙ୍କା କ୍ଷତିପୁରଣ ପ୍ରଦାନ କରିଛନ୍ତି । ଗତ ସାଧାରଣ ନିର୍ବାଚନରେ ପ୍ରକାଶ ଥାଟୋଇ ଯାଜପୁର ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ପୋଲିଂ ଅପିଂସର ଡ୍ୟୁଟି କରୁଥିବା ସମୟରେ ହଠାତ୍ ତାଙ୍କର ମୃତ୍ୟୁ ଘଟିଥିଲା । ଏହାର କ୍ଷତିପୁରଣ ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ୧୫ ଲକ୍ଷ ଟଙ୍କା ମଂଜୁର କରିଥିଲେ । ଗତକାଲି ଯାଜପୁରର ଭାରପ୍ରାପ୍ତ ଜିଲାପାଳ ମିହିର ପ୍ରସାଦ ମହାନ୍ତି ପ୍ରକାଶଙ୍କ ସିଂହପୁର ସ୍ଥିତ ବାସଭବନ ରେ ପହଂଚି ପରିବାର ଲୋକଙ୍କୁ ଚେକ୍ ପ୍ରଦାନ କରିଥିଲେ ।
Body:newsConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.