ETV Bharat / state

ପ୍ରତିଶ୍ରୁତି ପୂରଣ କରୁନି କମ୍ପାନୀ, ପ୍ରଦୂଷଣରେ ଅତିଷ୍ଠ ବାଲିଆପାଳବାସୀ - ଗ୍ରାମବାସୀ

ବିସି ମହାନ୍ତି କାରଖାନା ଦ୍ବାରା ବ୍ୟାପକ ପ୍ରଦୂଷଣ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହା ସହିତ କାରଖାନା ପ୍ରତିଷ୍ଠା ହେବା ସମୟରେ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ହୋଇ ନ ଥିବା ଗ୍ରାମବାସୀମାନେ ଅଭିଯୋଗ ଆଣିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର
author img

By

Published : Aug 22, 2019, 5:53 AM IST

ଯାଜପୁର:ଦାନଗଦୀ ବ୍ଲକ ବାଲିଆପାଳ ଅଞ୍ଚଳବାସୀ ପ୍ରଦୂଷଣ ସମସ୍ୟାରେ ଅତିଷ୍ଠ ହୋଇପଡିଛନ୍ତି । ଏଠାରେ ଥିବା ବି ସି ମହାନ୍ତି କାରଖାନା ଦ୍ବାରା ବ୍ୟାପକ ପ୍ରଦୂଷଣ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହା ସହିତ କାରଖାନା ପ୍ରତିଷ୍ଠା ହେବା ସମୟରେ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ହୋଇନଥିବା କହିଛନ୍ତି । ଅନ୍ୟପଟେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି କାରଖାନା କର୍ତ୍ତୃପକ୍ଷ । ସ୍ଥାନୀୟ ଅଞ୍ଚଳବାସୀଙ୍କୁ ନିଯୁକ୍ତି ଦିଆଯାଇଛି ଓ କାରଖାନା ସଂପ୍ରସାରଣ ହେଲେ ଅଧିକ ଲୋକଙ୍କୁ ନିଯୁକ୍ତି ମିଳିବ ବୋଲି କାରଖାନା କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ବିସି ମହାନ୍ତି କାରଖାନା ବିରୋଧରେ ଏକତ୍ରୀତ ହୋଇଛନ୍ତି ଗ୍ରାମବାସୀ । ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ସହିତ ପ୍ରଦୂଷଣ ସମସ୍ୟା ଅତିଷ୍ଠ ହୋଇ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏଥି ସହିତ କାରଖାନା ଆଖପାଖ ଅଞ୍ଚଳରେ ପାନୀୟ ଜଳ ଠାରୁ ଆରମ୍ଭ କରି ନାନା ସମସ୍ୟା ପ୍ରତି ସଂପୂର୍ଣ୍ଣ ଅଣଦେଖା କରୁଛି କମ୍ପାନୀ । କାରଖାନା କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅବଗତ କରାଯାଉଥିଲେ ହେଁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବା ସେମାନେ କହିଛନ୍ତି । ସ୍ଥାନୀୟ ଲୋକେ ଏଠାରେ ନିଯୁକ୍ତି ପାଇଁ ଦୀର୍ଘଦିନ ଧରି ଦାବି କରୁଥିବା ବେଳେ କମ୍ପାନୀ ଜିଲ୍ଲା ବାହାରର କର୍ମଚାରୀଙ୍କୁ ନିଯୁକ୍ତି ଦେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ସେପଟେ କିନ୍ତୁ ଅଭିଯୋଗକୁ ସଂପୂର୍ଣ୍ଣ ଖଣ୍ଡନ କରିଛନ୍ତି କମ୍ପାନୀ କର୍ତ୍ତୃପକ୍ଷ । କମ୍ପାନୀ ପ୍ରତିଷ୍ଠା ହେବା ଦିନଠାରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ସମସ୍ୟା ପ୍ରତି ଗୁରୁତ୍ବ ଦିଆଯାଉଛି ଓ ଆବଶ୍ୟକତା ଅନୁଯାୟୀ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦିଆଯାଉଛି । ଆଗକୁ କାରଖାନା ସଂପ୍ରସାରଣ ହେଲେ ଅଧିକ ନିଯୁକ୍ତିର ସୁଯୋଗ ଦିଆଯିବ ବୋଲି କାରଖାନା କର୍ତ୍ତୃପକ୍ଷ ସଫେଇ ଦେଇଛନ୍ତି।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:SLUG – VILLAGERS PROBLEM
FORMAT – PKG
REPORT – Gyanaranjan ojha
PLACE – JAJPUR
DATE – 20 . 08 . 19
ଆଙ୍କର - ଯାଜପୁର ଜିଲା ଦାନଗଦୀ ବ୍ଲକ ବାଲିଆପାଳ ଅଂଚଳବାସୀ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି । ଏଠାରେ ଥିବା ବି ସି ମହାନ୍ତି କାରଖାନାର ପ୍ରଦ୍ୟୁଷଣ ସମସ୍ୟାରେ ଅତିଷ୍ଠ ଗ୍ରାମବାସୀ । କାରଖାନା ପ୍ରତିଷ୍ଠା ହେବା ସମୟରେ ଦେଇଥିବା ପ୍ରତିଶୃତିକୁ ଏବେ ଭୁଲିଯାଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ସ୍ଥାନୀୟ ଅଂଚଳବାସୀଙ୍କୁ ନିଯୁକ୍ତି ଦେବାକୁ ପ୍ରତିଶୃତି ଦେଇ ପରେ ପ୍ରତାରଣା ଦେଇଥିବା ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ଗ୍ରାମବାସୀ । ସେପଟେ ଅଭିଯୋଗକୁ ସଂପୁର୍ଣ୍ଣ ଖଣ୍ଡନ କରିଛନ୍ତି କାରଖାନା କର୍ତୁପକ୍ଷ । ସ୍ଥାନୀୟ ଅଂଚଳବାସୀଙ୍କୁ ନିଯୁକ୍ତି ଦିଆଯାଇଛି ଏବଂ କାରଖାନା ସଂପ୍ରସାରଣ ହେଲେ ଅଧିକ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ମିଳିିବ ବୋଲି କାରଖାନା କର୍ତୁପକ୍ଷ ପ୍ରତିଶୃତି ଦେଇଛନ୍ତି ।

Body:

ଭିଓ୧ - ଦାନଗଦୀ ବ୍ଳକ ବାଲିଆପାଳ ଠାରେ ପ୍ରତିଷ୍ଠା ହୋଇଥିବା ବି ସି ମହାନ୍ତି କାରଖାନା ବିରୋଧରେ ଏକତ୍ରିତ ହୋଇଛନ୍ତି ଗ୍ରାମବାସୀ । ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ସହିତ ପ୍ରଦ୍ୟୁଷଣ ସମସ୍ୟା ରେ ଅତିଷ୍ଠ ହୋଇ ସାମ୍ବାଦିକ ସମ୍ମିଳନୀରେ ପେଂରାଦ ହୋଇଛନ୍ତି ଗ୍ରାମବାସୀ । କାରଖାନା କର୍ତୁପକ୍ଷଙ୍କୁ ବାରମ୍ବାର ଅବଗତ କରାଯାଉଥିଲେ ହେଁ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏହି କାରଖାନା ଆଖପାଖ ଅଂଚଳରେ ପାନୀୟ ଜଳ ଠାରୁ ଆରମ୍ଭ କରି ନାନା ସମସ୍ୟା ପ୍ରତି ସଂପୁର୍ଣ୍ଣ ଅଣଦେଖା କରୁଛି କଂପାନି ।

ବାଇଟ୍: ବିଜୟ କୁମାର ଓଝା,ଗ୍ରାମବାସୀ
ବାଇଟ୍:ବିରଚିଂ ନାରୟାଣ ମହାନ୍ତ , ଗ୍ରାମବାସୀ

ଭିଓ୨ - ସ୍ଥାନୀୟ ଲୋକେ ଏଠାରେ ନିଯୁକ୍ତି ପାଇଁ ଦୀର୍ଘଦିନ ଧରି ଦାବି କରୁଆସୁଛନ୍ତି,ହେଲେ କଂପାନି କର୍ତୁପକ୍ଷ ଜିଲା ବାହାରର କର୍ମଚାରୀଙ୍କୁ ନିଯୁକ୍ତି ଦେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ସେପଟେ ଏଭଳି ଅଭିଯୋଗକୁ ସଂପୁର୍ଣ୍ଣ ଖଣ୍ଡନ କରିଛନ୍ତି କଂପାନି କର୍ତୁପକ୍ଷ । କଂପାନି ପ୍ରତିଷ୍ଠା ହେବା ଦିନ ଠାରୁ ସ୍ଥାନୀୟ ଅଂଚଳବାସୀଙ୍କ ସମସ୍ୟା ପ୍ରତି ଗୁରୁତ୍ୱ ଦିଆଯାଉଛି,ଆବଶ୍ୟକତା ଅନୁଯାୟୀ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦିଆଯାଉଛି । ଆଗକୁ କାରଖାନା ସଂପ୍ରସାରଣ ହେଲେ ଅଧିକ ନିଯୁକ୍ତିର ସୁଯୋଗ ଦିଆଯିବ ବୋଲି କାରଖାନା କର୍ତୁପକ୍ଷ ସପେଂଇ ଦେଇଛନ୍ତି ।

ବାଇଟ୍:ଭାଗ୍ୟଲକ୍ଷ୍ମି ରାଉତ , ଜିଲ୍ଲାପରିଷଦ , ୯ନମ୍ବର ଜୋନ
ବାଇଟ୍:ବିଭାସ ଚନ୍ଦ୍ର ମହାନ୍ତି, କାରଖାନା କର୍ତୁପକ୍ଷ

Conclusion:

ପାଂଭିଓ - ସ୍ଥାନୀୟ ଅଂଚଳବାସୀଙ୍କ ସମସ୍ୟା ଦୂର ନ ହେଲେ ଆଗାମୀ ଦିନରେ ଧାରଣା ଦେବାକୁ ଚେତାବନି ଦେଇଛନ୍ତି ଗ୍ରାମବାସୀ ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.