ETV Bharat / state

କୋରୋନା ସଂକ୍ରମଣକୁ ରୋକିବା ପାଇଁ ଆଗେଇ ଆସିଲେ ଜିଲ୍ଲାପାଳ - ଲୋକଙ୍କୁ ସଚେତନ କରାଇଲେ ଜିଲ୍ଲାପାଳ

କୋରୋନାକୁ ନେଇ ଲୋକଙ୍କୁ ସଚେତନ କରାଇଲେ ଯାଜପୁର ଜିଲ୍ଲାପାଳ । ଜିଲ୍ଲାପାଳଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ମାକ୍ସ ପିନ୍ଧି ରେଳଷ୍ଟେସନ ଓ ଡାକ୍ତରଖାନା ବୁଲି ବୁଲି ଲୋକଙ୍କୁ କରାଇଲେ ସଚେତନ । ଅଧିକ ପଢନ୍ତୁ...

collector warned people about corona virus
କରୋନା ସଂକ୍ରମଣକୁ ରୋକିବା ପାଇଁ ଆଗେଇ ଆସିଲେ ଜିଲ୍ଲାପାଳ
author img

By

Published : Mar 17, 2020, 2:41 PM IST

ଯାଜପୁର: କରୋନା ସଂକ୍ରମଣକୁ ରୋକିବା ପାଇଁ ଆଗେଇ ଆସିଛନ୍ତି ଜିଲ୍ଲାପାଳ ରଞ୍ଜନ କୁମାର ଦାସ। ଖୋଦ ଜିଲ୍ଲାପାଳ ଆଉ ତାଙ୍କ ସାଙ୍ଗରେ ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି,କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର ଆଦି ବରିଷ୍ଠ ଅଧିକାରୀ ମାକ୍ସ ପିନ୍ଧି ଯାଜପୁର ରୋଡ ରେଳଷ୍ଟେସନ ଓ ଡାକ୍ତରଖାନା ବୁଲି ବୁଲି ଲୋକଙ୍କୁ ସଚେତନ କରୁଛନ୍ତି ।

କରୋନା ସଂକ୍ରମଣକୁ ରୋକିବା ପାଇଁ ଆଗେଇ ଆସିଲେ ଜିଲ୍ଲାପାଳ

କୌଣସି ସ୍ଥାନରେ ମେଳି ହୋଇ ନରହିବାକୁ ପରାମର୍ଶ ଦେବା ସହ ଲୋକଙ୍କୁ ତାଗିଦ ମଧ୍ୟ କରୁଛନ୍ତି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଅନ୍ୟ ପ୍ରଶାସନିକ ଅଧିକାରୀଙ୍କୁ ମଧ୍ୟ କୋରୋନା ମୁକାବିଲା ପାଇଁ ଦାୟିତ୍ବ ବଣ୍ଟା ଯାଇଛି । ଏଥିପାଇଁ ଦିନରାତି ଏକ କରି ଲୋକଙ୍କୁ ସଚେତନ କରାଇବାରେ ଲାଗିପଡିଛନ୍ତି ଅଧିକାରୀ ଓ କର୍ମଚାରୀ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.