ETV Bharat / state

ସିଏଏ ସମର୍ଥନରେ ବଜରଙ୍ଗ ଦଳର ରାଲି - ବଜରଙ୍ଗ ଦଳର ରାଲି

ବଜରଙ୍ଗ ଦଳ ପକ୍ଷରୁ ସିଏଏ ସମର୍ଥନରେ ବାଇକ ରାଲି ଯାଜପୁରରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ପ୍ରସିଦ୍ଧ ମନ୍ଦିର ବିରଜା ମନ୍ଦିର ନିକଟରୁ ବାହାରି ବଜରଙ୍ଗ ଦଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା ଏହି ରାଲି। ଅଧିକ ପଢନ୍ତୁ...

_CAA support protest
ସିଏଏ ସମର୍ଥନରେ ବଜରଙ୍ଗ ଦଳର ରାଲି
author img

By

Published : Feb 2, 2020, 12:37 PM IST

ଯାଜପୁର: ବଜରଙ୍ଗ ଦଳ ପକ୍ଷରୁ ସିଏଏ ସମର୍ଥନରେ ଏକ ବାଇକ ରାଲି ଅନୁଷ୍ଠିତ ହୋଇଛି । ବିରଜା ମନ୍ଦିର ନିକଟରୁ ବାହାରି ବଜରଙ୍ଗ ଦଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା ଏହି ରାଲି । ସମଗ୍ର ଦେଶରେ ସିଏଏ ଆଇନ ଲାଗୁ ହୋଇଥିବା ବେଳେ, ଏହାକୁ ଭୁଲ ଭାବେ ଉପସ୍ଥାପନ କରି କେତେକ ଲୋକ ଏହାର ଫାଇଦା ନେବାକୁ ଚେଷ୍ଟା କରୁଛନ୍ତି । ସିଏଏ ଫଳରେ ଅଧିକରୁ ଅଧିକ ଲୋକେ ନାଗରିକତ୍ୱ ପାଇବେ କିନ୍ତୁ ଏହା କୌଣସି ଲୋକକୁ ନାଗରିକତାରୁ ବାଦ ଦେବା ପାଇଁ ନୁହେଁ ବୋଲି ଏହି ଅବସରରେ ସଚେତନ କରାଯାଇଥିଲା । ଏହି ରାଲିରେ ବଜରଙ୍ଗ ଦଳର ବହୁ କର୍ମକର୍ତ୍ତା ସାମିଲ ହୋଇଥିଲେ ।

ସିଏଏ ସମର୍ଥନରେ ବଜରଙ୍ଗ ଦଳର ରାଲି

ଯାଜପୁରରୁ ଞ୍ଜାନ ରଞ୍ଜନ ଓଝା, ଇଟିଭି ଭାରତ

Intro:ସ୍ଥାନ: ଯାଜପୁର                   ଭିଜୁଆଲ: ସିଏଏ ସପୋର୍ଟ ରାଲି
ତାରିଖ: ୦୨.୦୨.୨୦୨୦
ରିପୋର୍ଟ:gyanaranjan ojha
ପଂର୍ମାଟ୍: ଏଭିଓ
ସ୍ଲଗ : ସିଏଏ ସମର୍ଥନରେ ରାଲି
ଆଙ୍କର
ଯାଜପୁର ଜିଲା ବଜରଂଗ ଦଳ ପକ୍ଷରୁ ସିଏଏ ସମର୍ଥନରେ ବାଇକ ରାଲି ଅନୁଷ୍ଠିତ ହୋଇଯାଇଛି । ବାଇକ ରାଲି ବିରଜା ମନ୍ଦୀର ନିକଟରୁ ବାହାରି ବଜରଂଗ ଦଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା । ସାରା ଦେଶରେ ସିଏଏ ଆଇନ ଲାଗୁ ହୋଇଥିବା ବେଳେ ଏହାକୁ ଭୁଲ ଭାବେ ଉପସ୍ଥାପନ କରି କେତେକ ଲୋକ ଏହାର ପାଂଇଦା ନେବାକୁ ଚେଷ୍ଟା କରୁଛନ୍ତି । ସିଏଏ ପଂଳରେ ଅଧିକରୁ ଅଧିକ ଲୋକେ ନାଗରିକତ୍ୱ ପାଇବେ କିନ୍ତୁ ଏହା କୌଣସି ନାଗରିକକୁ ବାଦ ଦେବା ପାଇଁ ନୁହେଁ ବୋଲି ସଚେତନ କରିଥିଲେ । ଏହି ରାଲିରେ ବଜରଂଗ ଦଳର ବହୁ କାର୍ଯ୍ୟକର୍ତା ସମର୍ଥକ ସାମିଲ ହୋଇଥିଲେ ।
Body:newsConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.