ETV Bharat / state

‘ବୁଲବୁଲ’ କୁ ନେଇ ବସ୍ତିବାସିନ୍ଦାଙ୍କ ପ୍ରତିକ୍ରିୟା

ସମ୍ଭାବ୍ୟ ବାତ୍ୟା ‘ବୁଲବୁଲ’କୁ ନେଇ ଯାଜପୁର ଜିଲ୍ଲାରେ ଥିବା ବସ୍ତି ଅଞ୍ଚଳରେ ରହୁଥିବା ବସ୍ତିବାସିନ୍ଦା କେମିତି ଅଛନ୍ତି ସେ ସମ୍ପର୍କରେ ଜାଣିବା ପାଇଁ ଆମ ଇଟିଭି ଭାରତର ସମ୍ବାଦଦାତା ସେଠାରେ ପହଞ୍ଚି ସେମାନଙ୍କ ସହ ଆଲୋଚନା କରିଛନ୍ତି।

author img

By

Published : Nov 9, 2019, 12:36 PM IST

ବୁଲବୁଲ

ଯାଜପୁର: ସମ୍ଭାବ୍ୟ ବାତ୍ୟା ‘ବୁଲବୁଲ’ କୁ ନେଇ ସାରା ଓଡିଶାରେ ଲୋକ ଆତଙ୍କିତ ଅବସ୍ଥାରେ ଅଛନ୍ତି। ବିଶେଷ କରି ଯାଜପୁର ଜିଲ୍ଲାର ଦଶଥପୁର ଓ ବିଂଝାରପୁର ବ୍ଲକରେ ନଦୀକୂଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକେ ବାତ୍ୟାକୁ ନେଇ ବହୁତ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଖାଲି ନଦୀକୁଳିଆ ଅଞ୍ଚଳ ବସିନ୍ଦା ନୁହଁନ୍ତି, ସହରରେ ଥିବା ଅନେକ ବସ୍ତି ଅଞ୍ଚଳରେ ମଧ୍ୟ ବସବାସ କରୁଥିବା ଲୋକଙ୍କର ସମାନ ଅବସ୍ଥା। ତେବେ ବସ୍ତି ଅଞ୍ଚଳରେ ରହୁଥିବା ବସ୍ତିବାସିନ୍ଦା କେମିତି ଅଛନ୍ତି ସେ ସମ୍ପର୍କରେ ଜାଣିବା ପାଇଁ ଆମ ଇଟିଭି ଭାରତର ସମ୍ବାଦଦାତା ସେମାନଙ୍କ ସହ ଅଧିକ ଆଲୋଚନା କରିଛନ୍ତି।

ବୁଲବୁଲକୁ ନେଇ ଯାଜପୁର ବସ୍ତିବାସିନ୍ଦାଙ୍କ ପ୍ରତିକ୍ରିୟା

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Intro:ସମ୍ଭାବ୍ୟ ବାତ୍ୟା ବୁଲବୁଲ ନେଇ ସାରା ଓଡ଼ିଶାରେ ଲୋକ ଆତଙ୍କିତ ଅବସ୍ଥାରେ ଅଛନ୍ତି। ବିଶେଷ କରି ଯାଜପୁର ଜିଲ୍ଲାର ଦଶଥପୁର ଓ ବିଂଝାରପୁର ବ୍ଲକରେ ନଦୀକୁଳିଆ ଅଂଚଳରେ ବସବାସ କରୁଥିବା ଲୋକମାନେ ବାତ୍ୟାକୁ ନେଇ ବହୁତ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଖାଲି ନଦୀକୁଳିଆ ଅଂଚଳ ବସିନ୍ଦା ନୁହଁନ୍ତି। ସହରରେ ଥିବା ଅନେକ ବସ୍ତି ଅଂଚଳେ ମଧ୍ୟ ବସବାସ କରୁଥିବା ଲୋକ ମାନଙ୍କର ସମାନ ଅବସ୍ଥା। ତେବେ ବସ୍ତି ଅଞ୍ଚଳରେ ରହୁଥିବା ବସ୍ତିବାସିନ୍ଦା କେମିତି ଅଛନ୍ତି ସେ ସମ୍ପର୍କରେ ଜାଣିବା ପାଇଁ ଆମ ପ୍ରତିନିଧି ଅଧିକ ଆଲୋଚନା କରିଛନ୍ତି ବସ୍ତିବାସିନ୍ଦାଙ୍କ ସହିତ।।

Body:news

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.