ETV Bharat / state

ଅଜଣା ଗାଡି ଧକ୍କାରେ ଭାଇ ଭଉଣୀ ମୃତ - brother sister death in accident in jajpur

ଯାଜପୁର ଧର୍ମଶାଳା ଥାନା ଦୁର୍ଗାପୁର ନିକଟ ଜାତୀୟ ରାଜପଥରେ ଅଜଣା ଗାଡି ଧକ୍କାରେ ଭାଇ ଭଉଣୀଙ୍କ  ମୃତ୍ୟୁ ଘଟିଛି । ମୃତ ଭାଇ ଭଉଣୀ ହେଲେ କୁଆଖିଆ ଥାନା ମସୁରପୁର ଗାଁର ଆଦିତ୍ୟ ମହାନ୍ତି ଓ ସସ୍ମିତା ମହାନ୍ତି।

ଫଟୋ ସୌଜନ୍ୟ:ସମ୍ବାଦଦାତା, ଯାଜପୁର
author img

By

Published : Nov 15, 2019, 8:12 PM IST

ଯାଜପୁର: ଅଜଣା ଗାଡି ଧକ୍କାରେ ଭାଇ ଭଉଣୀଙ୍କ ମୃତ୍ୟୁ । ଯାଜପୁର ଧର୍ମଶାଳା ଥାନା ଦୁର୍ଗାପୁର ନିକଟ ଜାତୀୟ ରାଜପଥରେ ଅଜଣା ଗାଡି ଧକ୍କାରେ ଭାଇ ଭଉଣୀଙ୍କ ମୃତ୍ୟୁ ଘଟିଛି । ମୃତ ଭାଇ ଭଉଣୀ ହେଲେ କୁଆଖିଆ ଥାନା ମସୁରପୁର ଗାଁର ଆଦିତ୍ୟ ମହାନ୍ତି ଓ ସସ୍ମିତା ମହାନ୍ତି।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ଯାଜପୁର

ସୂଚନା ଅନୁଯାୟୀ, ଆଦିତ୍ୟ ଏବଂ ସସ୍ମିତା ଏକ ମୋଟର ସାଇକେଲରେ ଧର୍ମଶାଳା ସବରେଜିଷ୍ଟର ଅଫିସକୁ କାମରେ ଆସି ଫେରୁଥିବା ବେଳେ ଏକ ଅଜଣା ଗାଡି ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଛି। ଖବରପାଇ ଧର୍ମଶାଳା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:ଯାଜପୁର ଧର୍ମଶାଳା ଥାନା ଦୁର୍ଗାପୁର ନିକଟ ଜାତୀୟ ରାଜପଥ ଉପରେ ଅଜଣା ଗାଡି ଧକ୍କାରେ ଦୁଇ ଭାଇ ଭଉଣି ମୃତ। ମୃତକ ହେଲେ କୁଆଖିଆ ଥାନା ମସୁରପୁର ଗାଁର ଆଦିତ୍ୟ ମହାନ୍ତି ଓ ସସ୍ମିତା ମହାନ୍ତି। ଏମାନେ ଏକ ହୋଣ୍ଡା ମୋଟର ସାଇକେଲରେ ଧର୍ମଶାଳା ସବରେଜିଷ୍ଟର ଅଫିସକୁ କାମରେ ଆସି ଫେରୁଥିବା ବେଳେ ଅଜଣା ଗାଡି ଏମାନଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଭାଇଭଉଣିଙ୍କର ମୃତ୍ୟୁ ଘଟିଛି। ଖବରପାଇ ଧର୍ମଶାଳା ପୁଲିସ ମୃତ ଦେହକୁ ଜବତ କରି ତଦନ୍ତ ଚଳାଇଛି।Body:NewsConclusion:

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.