ETV Bharat / state

ବ୍ଲକ ଉପାଧ୍ୟକ୍ଷ ନିର୍ବାଚନରେ ମଧ୍ୟ ବିଜେଡିର ବାଜିମାତ - block vice-presidential election

ସମଗ୍ର ରାଜ୍ୟରେ ଆଜି ବ୍ଲକ ଉପାଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏହି କ୍ରମରେ ଯାଜପୁର ଜିଲ୍ଲାର କୋରାଇ, ସୁକିନ୍ଦା, ଦାନଗଦୀ ଓ ରସୁଲପୁର ବ୍ଲକରେ ଉପାଧ୍ୟକ୍ଷ ନିର୍ବାଚନରେ ବିଜେଡି ସମର୍ଥିତ ପ୍ରାର୍ଥୀ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ଅଧିକ ପଢନ୍ତୁ

ବ୍ଲକ ଉପାଧ୍ୟକ୍ଷ ନିର୍ବାଚନରେ ମଧ୍ୟ ବିଜେଡିର  ବାଜିମାତ

author img

By

Published : Mar 23, 2022, 9:16 PM IST

ଯାଜପୁର: ସମଗ୍ର ରାଜ୍ୟରେ ଆଜି ବ୍ଲକ ଉପାଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏହି କ୍ରମରେ ଯାଜପୁର ଜିଲ୍ଲାର କୋରାଇ, ସୁକିନ୍ଦା, ଦାନଗଦୀ ଓ ରସୁଲପୁର ବ୍ଲକରେ ଉପାଧ୍ୟକ୍ଷ ନିର୍ବାଚନରେ ବିଜେଡି ସମର୍ଥିତ ପ୍ରାର୍ଥୀ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି।

ବ୍ଲକ ଉପାଧ୍ୟକ୍ଷ ନିର୍ବାଚନରେ ମଧ୍ୟ ବିଜେଡିର ବାଜିମାତ

ସୁକିନ୍ଦା ବ୍ଲକରେ ଭାଗ୍ୟଲକ୍ଷ୍ମୀ ରାଉତ, ଦାନଗଦୀ ବ୍ଲକରେ ଅଜୟ କୁମାର ବିନ୍ଧାଣି, କୋରାଇ ବ୍ଲକରେ ପ୍ରଫୁଲ୍ଲ କୁମାର ଦାସ ଓ ରସୁଲପୁର ବ୍ଲକରେ ଜୟନ୍ତୀ ଦାସ ପ୍ରମୁଖ ଅପ୍ରତିଦ୍ଵନ୍ଦୀ ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ପୂର୍ବରୁ ବିଜେଡି ସମର୍ଥନରେ ଏହି ୪ଟି ବ୍ଲକରେ ଅଧ୍ୟକ୍ଷ ନିର୍ବାଚିତ ହୋଇଥିଲେ। ତେବେ ଆଗାମୀ ଦିନରେ ସାଧାରଣ ଲୋକଙ୍କ ସ୍ବାର୍ଥ ପାଇଁ କାର୍ଯ୍ୟ କରିବା ସହ ସମସ୍ତ ସରକାରୀ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ କାର୍ଯ୍ୟ କରିବେ ବୋଲି ନବନିର୍ବାଚିତ ବ୍ଲକ ଉପାଧ୍ୟକ୍ଷ ମାନେ କହିଛନ୍ତି।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.