ETV Bharat / state

Municipal Election: ପ୍ରଚାର ବେଳେ BJD-BJP ମୁହାଁମୁହିଁ

author img

By

Published : Mar 19, 2022, 10:57 PM IST

ପୌର ନିର୍ବାଚନ ପ୍ରଚାରକୁ କେନ୍ଦ୍ର କରି ବିଜେପି-ବିଜେଡି କର୍ମୀ ମୁହାଁମୁହିଁ ହୋଇଛନ୍ତି । ଯାଜପୁର ପୌରାଞ୍ଚଳରେ ଘଟିଛି ଏମିତି କିଛି ଘଟଣା। ଅଧିକ ପଢନ୍ତୁ

ପ୍ରଚାର ବେଳେ ବିଜେଡି ବିଜେପି ମୁହାଁମୁହିଁ
v

ଯାଜପୁର: ପୌର ନିର୍ବାଚନ ପ୍ରଚାରକୁ କେନ୍ଦ୍ର କରି ବିଜେପି ବିଜେଡି କର୍ମୀ ମୁହାଁମୁହିଁ ହୋଇଛନ୍ତି । ଯାଜପୁର ପୌରାଞ୍ଚଳରେ ଘଟିଛି ଏମିତି କିଛି ଘଟଣା।

ବିଜେପିର ପୌରାଧ୍ୟକ୍ଷା ପ୍ରାର୍ଥିନୀ ଜ୍ୟୋତିର୍ମୟୀ ଦ୍ବିବେଦୀ ଏବଂ କାଉନସିଲର ପ୍ରାର୍ଥିନୀ କଳ୍ପନା ରାଉତ ପ୍ରଚାର କରିବାକୁ 11 ନମ୍ବର ୱାର୍ଡକୁ ଯାଇଥିବା ବେଳେ ବିଜେଡି କର୍ମୀ ମାନେ ମହିଳା ମାନଙ୍କୁ ଦୁର୍ବ୍ୟବହାର କରିବା ସହିତ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି ।

ପ୍ରଚାର ବେଳେ ବିଜେଡି ବିଜେପି ମୁହାଁମୁହିଁ

ଏହାର ପ୍ରତିବାଦ କରି ମହିଳା କର୍ମୀ ଓ ପ୍ରାର୍ଥିନୀ ମାନେ ଧାରଣାରେ ବସିଥିଲେ। ତୁରନ୍ତ ଦୁର୍ବ୍ୟବହାରକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଧାରଣା ଦେଇଥିଲେ। ଖବର ପାଇ ଯାଜପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝା ସୁଝା ଜାରି ରଖିଛି।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.