ETV Bharat / state

ଯାଜପୁରରେ ମହିଳାଙ୍କୁ ଦୁଷ୍କର୍ମ ପରେ ଲୁଟିଲେ ସୁନାଗହଣା

author img

By

Published : Oct 24, 2020, 5:00 PM IST

ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଆଲିଆ ଅଞ୍ଚଳରେ ରାତିରେ ଶୌଚ ପାଇଁ ଉଠିଥିବା ଜଣେ ମହିଳାଙ୍କୁ ଦୁଷ୍କର୍ମ । ଦୁଷ୍କର୍ମ ପରେ ମହିଳା ଜଣକ ପିନ୍ଧିଥିବା ସୁନାଗହଣା ଲୁଟି ନେଇଥିବା ଅଭିଯୋଗ । ଅଧିକ ପଢନ୍ତୁ...

ଘର ବାହାରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ
ଘର ବାହାରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ

ଯାଜପୁର: ମହିଳାଙ୍କୁ ଦୁଷ୍କର୍ମ କରି ସୁନାଗହଣା ଲୁଟି ନେଇଥିବା ଅଭିଯୋଗ । ରାତିରେ ଶୌଚ ପାଇଁ ବାହାରକୁ ଉଠିଥିବା ସମୟରେ ମହିଳାଙ୍କ ସହ ଏଭଳି କାଣ୍ଡ ଘଟିଥିବା ଜଣାପଡିଛି ।

ଏପରି ଏକ ଘଟଣା ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଆଲିଆ ଅଞ୍ଚଳରେ ଦେଖିବାକୁ ମିଳିଛି । ପୀଡିତା ମହିଳାଙ୍କ ଅଭିଯୋଗ ଅନୁଯାୟୀ ସେ ବିଳମ୍ବିତ ରାତିରେ ଶୌଚ ପାଇଁ ବାହାରକୁ ଉଠିଥିଲେ । ଏହି ସମୟରେ ଜଖପୁରା ଅଞ୍ଚଳର ସନ୍ତୋଷ ସେଠୀ ତାଙ୍କ ସହ ଦୁଷ୍କର୍ମ କରିବା ପରେ ସେ ପିନ୍ଧିଥିବା ସୁନାଗହଣା ଲୁଟି ନେଇଛନ୍ତି । ଏନେଇ ସେ ପାଣିକୋଇଲି ଥାନାରେ ଅଭିଯୋଗ କରିଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.