ETV Bharat / state

ସ୍ମିତାରାଣୀ ମୃତ୍ୟୁ ପ୍ରସଙ୍ଗ: ଅଭିଯୁକ୍ତ ରୂପେଶ ଭଦ୍ର ଜାମିନ ଆବେଦନ ଖାରଜ

author img

By

Published : Nov 30, 2019, 6:39 PM IST

ପିଇଓ ସ୍ମିତାରାଣୀ ମୃତ୍ୟୁ ମାମଲାର ଅଭିଯୁକ୍ତ ରୂପେଶ ଭଦ୍ରର ଜାମିନ ଆବେଦନ ଖାରଜ । ଆବେଦନକୁ ଖାରଦ କରିଛନ୍ତି ଯାଜପୁର ଜିଲ୍ଲା ଦୌରା ଜଜ୍ । ଜାମିନ ପରେ ରୂପେଶ ସାକ୍ଷୀଙ୍କୁ ପ୍ରଭାବିତ କରିବା ଆଶଙ୍କାରେ କୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି।

Rupesh bhadra bail reject
ଫଟୋ ସୌଜନ୍ଯ ସମ୍ବାଦଦାତା, ଯାଜପୁର

ଯାଜପୁର: ବହୁଚର୍ଚ୍ଚିତ ପିଇଓ ସ୍ମିତାରାଣୀ ମୃତ୍ୟୁ ମାମଲାର ଅଭିଯୁକ୍ତ ରୂପେଶ ଭଦ୍ରର ଜାମିନ ଆବେଦନ ଖାରଜ । ଆବେଦନକୁ ଖାରଦ କରିଛନ୍ତି ଯାଜପୁର ଜିଲ୍ଲା ଦୌରା ଜଜ୍।

ଭିଡିଓ ସୌଜନ୍ଯ ସମ୍ବାଦଦାତା, ଯାଜପୁର

ଅଭିଯୁକ୍ତ ରୂପେଶର ରାଜନୈତିକ ଦଳ ସହ ଘନିଷ୍ଠ ସମ୍ପର୍କ ରହିଛି । ଏଥିସହିତ ସେ ଜଣେ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ ଜାମିନ ପରେ ସାକ୍ଷୀ ପ୍ରଭାବିତ ହେବାର ଆଶଙ୍କା ରହିଛି । ଏହି ତଥ୍ୟକୁ କୋର୍ଟ ଅନୁଭବ କରିବା ସହ ତାର ଜାମିନ ଆବେଦନକୁ ଖାରଜ କରିଛନ୍ତି। ଅପରପକ୍ଷେ ଜିଲ୍ଲା ଜଜ୍‌ଙ୍କ ଶୁଶାଣିକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯିବା ସହ ସେଠାରେ ନ୍ୟାୟ ନିଶ୍ଚିତ ମିଳିବ ବୋଲି ରୂପେଶଙ୍କ ଓକିଲ କହିଛନ୍ତି।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:ସ୍ଥାନ: ଯାଜପୁର                                                               ଭିଜୁଆଲ: ରୁପେଶ ବେଲ ରିଜେକ୍ଟ
ତାରିଖ:୩୦.୧୧.୨୦୧୯
କ୍ୟାମେରା/ରିପୋର୍ଟଜ୍ଞାନରଞ୍ଜନ ଓଝା
ପଂର୍ମାଟ୍: ଏଭିଓ ବାଇଟ
ସ୍ଲଗ : ସ୍ମିତାରାଣୀ ମୃତ୍ୟୁ ଘଟଣାର ଅଭିଯୁକ୍ତ ରୁପେଶ ଭଦ୍ରଙ୍କ ବେଲ ନାମଂଜୁର ।
ଆଙ୍କର
ବହୁଚର୍ଚ୍ଚିତ ପିଇଓ ସ୍ମିତାରାଣୀ ମୃତ୍ୟୁ ଘଟଣାର ଅଭିଯୁକ୍ତ ରୁପେଶ ଭଦ୍ରଙ୍କ ବେଲ ପିଟିସନକୁ ନାମଂଜୁର କଲେ ଯାଜପୁର ଜିଲା ଦୌରାଜଜ । ରୁପେଶ ଙ୍କ ରାଜନୈତିକ ଦଳ ସହିତ ଘନିଷ୍ଠ ସଂପର୍କ ଓ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ ଜାମିନ ପ୍ରଦାନ କଲେ ସାକ୍ଷୀ ମାନେ ପ୍ରଭାବିତ ହେବାର ଆଶଙ୍କା ରହିଛି ବୋଲି ମାନ୍ୟବର ଅଦାଲତ ଅନୁଭବ କରିଥିଲେ । ଏଥିସହିତ ଯଦିଓ କେସଟି ଏବେ ବିଚରାଧିନ ରହିଛି ସେଥିପାଇଁ ରୁପେଶଙ୍କ ଜାମିନ ଆବେଦନଙ୍କୁ ଅଗ୍ରାହ୍ୟ କରିଛନ୍ତି ମାନ୍ୟବର ଅଦାଲତ । ତେବେ ମାନ୍ୟବର ଜିଲା ଜଜଙ୍କ ଶୁଶାଣି କୁ ହାଇକୋର୍ଟରେ ଚ୍ୟାଲେଂଜ କରାଯିବ ଓ ସେଠାରେ ନିଶ୍ଚିତ ନ୍ୟାୟ ମିଳିବ ବୋଲି ରୁପେଶଙ୍କ ଓକିଲ ସୂଚନା ଦେଇଛନ୍ତି ।
ବାଇଟ୍:
୧.         ପ୍ରତାପ ରାୟ,ଅଭିଯୁ୍କ୍ତ ରୁପେଶଙ୍କ ଓକିଲ         

Body:NewsConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.