ETV Bharat / state

ଯାଜପୁରରୁ 4 ଶିଶୁ ଶ୍ରମିକ ଉଦ୍ଧାର - ଶିଶୁ ଶ୍ରମିକ ଉଦ୍ଧାର

ଯାଜପୁର ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୩ ଜଣ ନାବାଳକ ଓ ଜଣେ ନାବାଳିକାକୁ ଉଦ୍ଧାର କରିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର
author img

By

Published : Aug 13, 2019, 7:26 PM IST

ଯାଜପୁର: ଆକ୍ସନ ମୁଡରେ ଯାଜପୁର ପୋଲିସ । ବିଭିନ୍ନ ସ୍ଥାନରେ ଚଢାଉ କରି 4ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଛି ପୋଲିସ । ସେମାନଙ୍କ ମଧ୍ୟରେ ଜଣେ ନାବାଳିକା ରହିଛି । ତେବେ ଉଦ୍ଧାର ପରେ ଶିଶୁ ମାନଙ୍କୁ ଶିଶୁ ମଙ୍ଗଳ ସମିତି ନିକଟରେ ହାଜର କରିଥିଲା ପୋଲିସ । ଏହାସହ ଶିଶୁ ମାନଙ୍କ ପରିବାରକୁ ଖବର ଦିଆଯିବା ସହ ଭବିଷ୍ୟତରେ ଏମାନଙ୍କୁ କାମରେ ନ ଲଗାଇବା ପରାମର୍ଶ ଦିଆଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଏହି ଶିଶୁ ମାନେ ଇଟାଭାଟି ଓ ଫଳ ଦୋକାନରେ କାମ କରୁଥିଲେ । ଖବର ପାଇ ପୋଲିସ ଚଢାଉ କରି ଉଦ୍ଧାର କରିଥିଲା । ଏଥିସହ ଶିଶୁ ମାନଙ୍କୁ କାମରେ ଲଗାଉଥିବା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସକୁ ଚିଠି ଲେଖାଯିବ ବୋଲି ସମିତି ଅଧ୍ୟକ୍ଷ କହିଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Intro:slug-Child labour resue
format-avb
reporter-Gyanaranjan ojha
place-jajpur
date-13.08.19
anchor--ଯାଜପୁର ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୩ ଜଣ ନାବାଳକ ଓ ଜଣେ ନାବାଳିକାକୁ ଉଦ୍ଧାର କରିଛି । ଏହି ନାବାଳକ ନାବାଳିକା ବିଭିନ୍ନ ଘରୋଇ ସଂସ୍ଥାରେ ଶିଶୁ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । କୌଣସି ସୁତ୍ରରୁ ଖବର ପାଇ ପୋଲିସ ଉକ୍ତ ସ୍ଥାନରେ ଚଢ଼ାଉ କରି ସେମାନଙ୍କୁ ଉଦ୍ଧାର କରି ଶିଶୁ ମଂଗଳ ସମିତି ନିକଟରେ ହାଜର କରିଛି । ସମିତି ପ୍ରତ୍ୟେକଙ୍କ ପରିବାର ବର୍ଗଙ୍କୁ ଖବର ଦେବା ସହିତ ସେମାନଙ୍କୁ କାମ ନ କରିବାକୁ ପରାମର୍ଶ ଦିଆଯାଇଛି । ଏଥିମଧ୍ୟରୁ ଜଣେ ଇଟା ଭାଟି ଓ ପଂଳ ଦୋକାନରେ ମଧ୍ୟ କାମ କରୁଥିବା ଜଣାପଡିଛି । ଏହି ଶିଶୁ ମାନଙ୍କୁ କାମରେ ଲଗାଇଥିବା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସକୁ ଚିଠି ଲେଖାଯିବ ବୋଲି ସମିତିର ଅଧ୍ୟକ୍ଷ ସୂଚନା ଦେଇଛନ୍ତି । ବାଇଟ୍:
୧.ଗୀତା ବେହେରା, (ଅଧ୍ୟକ୍ଷା,ଶିଶୁ ମଂଗଳ ସମତି)
Body:NewsConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.