ETV Bharat / state

ଯାଜପୁର ନିର୍ବାଚନୀ ହିଂସାକାଣ୍ଡ: 28 ଅଭିଯୁକ୍ତକୁ କୋର୍ଟ ଚାଲାଣ କଲା ପୋଲିସ - ଯାଜପୁରରେ ନିର୍ବାଚନୀ ହିଂସାକାଣ୍ଡ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ଗିରଫ

ପଞ୍ଚାୟତ ନିର୍ବାଚନର ପ୍ରଥମ ଓ 2ୟ ପର୍ଯ୍ୟାୟ ଭୋଟଗ୍ରହଣ ସମୟରେ ବିଭିନ୍ନ ନିର୍ବାଚନୀ ହିଂସାକାଣ୍ଡ ଘଟଣାରେ ବର୍ତ୍ତମାନ ସୁଦ୍ଧା ମୋଟ 28 ଜଣ ଅଭିଯୁକ୍ତ ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି । ଅଧିକ ପଢ଼ନ୍ତୁ

suspects arrested for election violence in jajpur
ନିର୍ବାଚନୀ ହିଂସାକାଣ୍ଡ ଘଟଣାରେ ଗିରଫ ହେଲେ 28 ଅଭିଯୁକ୍ତ
author img

By

Published : Feb 19, 2022, 1:54 PM IST

ଯାଜପୁର: ଯାଜପୁର ଜିଲ୍ଲାରେ ତୃତୀୟ ପର୍ଯ୍ୟାୟ ମତଦାନ ନେଇ ସଜାଗ ହୋଇଛି ପୋଲିସ । ଆସନ୍ତାକାଲି(ରବିବାର) ହେବାକୁ ଥିବା 3ୟ ପର୍ଯ୍ୟାୟ ମତଦାନ କୋରାଇ ଓ ବିଞ୍ଝାରପୁର ବ୍ଲକରେ ହେବ । ତେବେ କୌଣସି ପ୍ରକାର ବିଶୃଙ୍ଖଳା ତଥା ହିଂସାକାଣ୍ଡ ନେଇ ସମସ୍ତ ନିର୍ବାଚନ ବୁଥ ଉପରେ ଯାଜପୁର ପୋଲିସ ପକ୍ଷରୁ କଡ଼ା ନଜର ରଖାଯାଇଛି ।

ନିର୍ବାଚନୀ ହିଂସାକାଣ୍ଡ ଘଟଣାରେ ଗିରଫ ହେଲେ 28 ଅଭିଯୁକ୍ତ

ପଞ୍ଚାୟତ ନିର୍ବାଚନର ପ୍ରଥମ ଓ 2ୟ ପର୍ଯ୍ୟାୟ ଭୋଟଗ୍ରହଣ ସମୟରେ ବିଭିନ୍ନ ନିର୍ବାଚନୀ ହିଂସାକାଣ୍ଡ ଘଟିଥିବା ଦେଖିବାକୁ ମିଳିଥିଲା। ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ମୋଟ 28ଜଣ ଅଭିଯୁକ୍ତ ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି । ତେବେ ଗିରଫ ବ୍ୟକ୍ତିମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଯାଜପୁର ଏସପି ରାହୁଲ ପିଆର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଆସନ୍ତାକାଲି ହେବାକୁ ଥିବା 3ୟ ପର୍ଯ୍ୟାୟ ଭୋଟ ଗ୍ରହଣ ବେଳେ କୌଣସି ପ୍ରକାର ବିଶୃଙ୍ଖଳାକୁ ପ୍ରଶୟ ଦିଆଯିବ ନାହିଁ ବୋଲି ଏସପି ପ୍ରତିକ୍ରିୟା ଦେଇଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.