ETV Bharat / state

ତିର୍ତ୍ତୋଲ ଉପନିର୍ବାଚନ: ପ୍ରାର୍ଥୀଙ୍କ ଖର୍ଚ୍ଚ 28 ଲକ୍ଷ, ସଭାସ୍ଥଳରେ 5 ଗାଡି ଓ 2ଶହ ଲୋକ ରହିବେ - ତିର୍ତ୍ତୋଲ ଉପନିର୍ବାଚନ ପ୍ରାର୍ଥୀଙ୍କ ଖର୍ଚ୍ଚ ଖବର

ତିର୍ତ୍ତୋଲ ଉପନିର୍ବାଚନରେ ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚ 28 ଲକ୍ଷ, ନିର୍ବାଚନୀ ସଭାରେ 2ଶହରୁ ଅଧିକ ଲୋକ ସମାଗମ ହୋଇପାରିବେ ନାହିଁ । ସେହିପରି 5ଟି ରୁ ଅଧିକ ଗାଡି ବ୍ୟବହାର ଉପରେ କଟକଣା ଜାରି କରାଯାଇଛି । ଅଧିକ ପଢନ୍ତୁ...

ତିର୍ତ୍ତୋଲ ଉପନିର୍ବାଚନ: ପ୍ରାର୍ଥୀଙ୍କ ଖର୍ଚ୍ଚ 28 ଲକ୍ଷ, ସଭାସ୍ଥଳରେ 5 ଗାଡି ଓ 2ଶହ ଲୋକ ରହିବେ

author img

By

Published : Oct 19, 2020, 9:52 PM IST

ଜଗତସିଂହପୁର: ଆଜି ସନ୍ଧ୍ୟାରେ ଜିଲ୍ଲାପାଳଙ୍କ ସଦଦ୍ଭାବନା ସଭାଗୃହରେ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ମାନଙ୍କ ସହ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ବୈଠକ ଅନୁଷ୍ଠିତ ହୋଇଛି ।

ତିର୍ତ୍ତୋଲ ଉପନିର୍ବାଚନ: ପ୍ରାର୍ଥୀଙ୍କ ଖର୍ଚ୍ଚ 28 ଲକ୍ଷ, ସଭାସ୍ଥଳରେ 5 ଗାଡି ଓ 2ଶହ ଲୋକ ରହିବେ

ଜିଲ୍ଲା ନିର୍ବାଚନ ଅଧିକାରୀ ସରୋଜ କୁମାର ମିଶ୍ର କୋଭିଡ ମାର୍ଗଦର୍ଶିକା ଅନୁଯାୟୀ ନିର୍ବାଚନୀ ସଭା ଆୟୋଜନ କରାଯାଇଥିଲା । ନିର୍ବାଚନୀ ସଭା କରିବା ପାଇଁ ପ୍ରଶାସନ ପକ୍ଷରୁ 18 ଟି ପଡିଆ ପ୍ରସ୍ତୁତ କରି ରଖାଯାଇ ଥିବା ବେଳେ ଶୋଭାଯାତ୍ରାରେ 5ଟି ରୁ ଅଧିକ ଗାଡି ବ୍ୟବହାର ଉପରେ କଟକଣା ଜାରି କରାଯାଇଛି । ସେହିପରି ନିର୍ବାଚନୀ ସଭାରେ 200 ସହ ରୁ ଅଧିକ ଲୋକ ସମାଗମ ହୋଇ ପାରିବେନାହିଁ।ଏଥର ନିର୍ବାଚନ ରେ 80 ବର୍ଷ ରୁ ଉର୍ଦ୍ଧ୍ବ ଭୋଟର ଦିବ୍ୟାଙ୍ଗ, କୋଭିଡ ସଂକ୍ରମିତ ବ୍ୟକ୍ତି କିମ୍ବା ସଂକ୍ରମଣ ସନ୍ଦେହରେ ଥିବା ଭୋଟର ବୁଥକୁ ଆସିବାକୁ ବାରଣ କରାଯାଇଛି । ତେବେ ସେମାନଙ୍କୁ ପୋଷ୍ଟଲ ବାଲଟରେ ସେମାନେ ମତଦାନ କରିପାରିବେ ।

ସେହିପରି ପ୍ରତେକ ପ୍ରାର୍ଥୀ ମାନଙ୍କ ନିର୍ବାଚନୀ ଖର୍ଚ୍ଚ 28 ଲକ୍ଷ ଟଙ୍କାରେ ସୀମିତ ରଖିବାକୁ କୁହାଯାଇଛି । 10 ହଜାର ଟଙ୍କାରୁ ଅଧିକ ଖର୍ଚ୍ଚ ଚେକ ମାଧ୍ୟମରେ କରିବା ବାଧ୍ୟତାମୂଳକ କରାଯାଇଛି । ଏହି ବୈଠକରେ ଜିଲ୍ଲା ନିର୍ବାଚନ ଅଧିକାରୀ ସରୋଜ କୁମାର ମିଶ୍ର, ରିଟର୍ଣ୍ଣିଂ ଅଫିସର ସଚ୍ଚିଦାନନ୍ଦ ସାହୁ, ନିର୍ବାଚନ ପଯ୍ୟବେକ୍ଷକ ପି ରାଜେନ୍ଦ୍ର ଚଲେନ ଓ ବିଭିନ ଦଳର ପ୍ରତିନିଧି ଯୋଗ ଦେଇଥିଲେ ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.