ETV Bharat / state

ଜଗତସିଂହପୁରରେ ସ୍ବଚ୍ଛ ଭାରତ ଅଭିଯାନ ଫେଲ

author img

By

Published : Jul 31, 2019, 11:52 PM IST

Updated : Jul 31, 2019, 11:58 PM IST

ଜଗତସିଂହପୁର 10 ନମ୍ବର ୱାର୍ଡରେ ଚାଟରା ବସ୍ତି ଅଳିଆ ଆବର୍ଜନାରେ ଭର୍ତ୍ତି । ଏଥିପାଇଁ ସୃଷ୍ଟି ହୋଇଛି ଅସ୍ବାସ୍ଥ୍ୟକର ପରିବେଶ । ETVBharat ଠାରୁ ସୂଚନା ପାଇଲା ପରେ ଆସନ୍ତାକାଲି ମଧ୍ୟରେ ଆବର୍ଜନା ଉଠାଇବା ପାଇଁ ବ୍ୟବସ୍ଥା କରାଯିବ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

ଜଗତସିଂହପୁର: ସହରର 10 ନମ୍ବର ୱାର୍ଡରେ ସ୍ୱଚ୍ଛଭାରତ ଅଭିଯାନ ଫେଲ । ଅସ୍ବାସ୍ଥ୍ୟକର ପରିବେଶରେ ବିତୁଛି ଜୀବନ । ମଶା ମାଛିଙ୍କ ରାଜୁତି ଚାଲୁଛି ଏଠି । ଗନ୍ଧମୟ ପରିବେଶରେ ବଞ୍ଚିବା ଦୁର୍ବିସହ ହୋଇପଡୁଛି । ଆମେ କହୁଛୁ ଜଗତସିଂହପୁର ମ୍ୟୁନସିପାଲଟି ଅଧିନ 10 ନ ୱାର୍ଡର ଚାଟରା ବସ୍ତିର ସମସ୍ୟା କଥା । ଏହି ୱାର୍ଡରେ ପ୍ରାୟ 50ଟି ପରିବାର ବସବାସ କରନ୍ତି।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

ବସ୍ତିରେ ପ୍ରମୁଖ ସମସ୍ୟା ହେଲା ବର୍ଯ୍ୟବସ୍ତୁ ପରିଚାଳନା । ଦୀର୍ଘଦିନ ହେବ ପୌରାସଂସ୍ଥା ପକ୍ଷରୁ ଅଳିଆ ଆବର୍ଜନା ଉଠାଯାଉ ନାହିଁ । ସ୍ଥାନୀୟ ଲୋକେ ପୌରପରିଷଦରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନଥିବା ଅଭିଯୋଗ ହୋଇଛି ।

ଆମେ ଏ ସମ୍ପର୍କରେ ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଏ ସମ୍ପର୍କରେ ଆମ ପାଖରେ କିଛି ସୂଚନା ନାହିଁ । ତେବେ ETVBharat ଠାରୁ ସୂଚନା ପାଇଲା ପରେ ଗୁରୁବାର ମଧ୍ୟରେ ଆବର୍ଜନା ଉଠାଇବା ପାଇଁ ବ୍ୟବସ୍ଥା କରାଯିବ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ ବଳଦେବ ବେହେରା ସୂଚନା ଦେଇଛନ୍ତି ।

ଜଗତସିଂହପୁରରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Intro:ଜଗତସିଂହପୁର ସହରର 10no ୱାଡ଼ର୍ରେ ସ୍ୱଚ୍ଛଭାରତ ଅଭିଯାନ ଫେଲ ମାରିଛି। ଅଶ୍ୱସ୍ତକର ପରିବେଶ ରେ ବିତୁଛି ଜୀବନ। ମଶା ମାଛି ଙ୍କ ରାଜୁତି ଚାଲୁଛି ଏଠି। ପୂତ ଗନ୍ଧମୟ ପରିବେଶ ରେ ବଞ୍ଚିବା ଦୁର୍ବିସହ ହୋଇପଡୁଛି । ଆମେ କହୁଛୁ ଜଗତସିଂହପୁର ମୁନସିପାଲଟି ଅଧିନ 10 ନ ୱାର୍ଡ ର ଚାଟରା ବସ୍ତି ର ସମସ୍ୟା କଥା, ଏହି ୱାଡ଼ ରେ ପ୍ରାୟ 50 ଟି ପରିବାର ବସବାସ କରନ୍ତି। ଏଠାରେ ପ୍ରମୁଖ ସମସ୍ୟା ହେଲା ବର୍ଯ୍ୟ ବସ୍ତୁ ପରିଚାଳନା। ଦିର୍ଘଦିନ ହେବ ପୌରାସଂସ୍ଥା ପକ୍ଷରୁ ଅଳିଆ ଆବର୍ଜନା ଉଠାଯାଉ ନାହିଁ।ଯାହା ଫଳରେ ବିରାଟ ସମସ୍ୟା ସୃଷ୍ଟି ହେଉଛି। ପରିବେଶ ପ୍ରଦୂଷଣ ହେବାସହ ରାସ୍ତାଘାଟ ଦୃଗନ୍ଧ ରେ ଫାଟି ପଡ଼ୁଛି।ସ୍ତାନିୟ ଲୋକେ ପୌର ପରିଷଦ ରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନଥିବା ଲୋକେ ଅଭିଯୋଗ କରିଛନ୍ତି। ଆମେ ଏ ସମ୍ପର୍କରେ ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଏ ସମ୍ପର୍କରେ ଆମ ପାଖରେ କିଛି ସୂଚନା ନାହିଁ। ତେବେ ଆମେ ETVBharat ଠାରୁ ସୂଚନା ପାଇଲା ପରେ ଆସନ୍ତା କାଲି ମଧ୍ୟରେ ଆବର୍ଜନା ଉଠାଇବା ପାଇଁ ବେବସ୍ତା କରାଯିବ ବୋଲି ସେ ଆମକୁ ସୂଚନା ଦେଇଛନ୍ତି।

Body:byt _ବଳଦେବ ବେହେରା, କାର୍ଯ୍ୟନିର୍ବାହୀ ଅଧିକାରୀ, ପୌର ପରିଷଦ
byt ସ୍ତାନିୟ ବାସିନ୍ଦା

Conclusion:ଜଗତସିଂହପୁର
Last Updated : Jul 31, 2019, 11:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.