ETV Bharat / state

ଜାଲ ରେଜିଷ୍ଟ୍ରେସନ ନମ୍ବର ପ୍ରଦାନ: ଧାରଣାରେ ଏସ୍‌ଭିଏମ୍ କଲେଜ ଛାତ୍ରଛାତ୍ରୀ - strike over duplicate cartifickt

ପ୍ରମୁଖ ଶିକ୍ଷାନୁଷ୍ଠାନ ସ୍ବାମୀ ବିବେକାନନ୍ଦ ସୋୟଂ ଶାସିତ ମହାବିଦ୍ୟାଳୟରେ ଜାଲ ରେଜିଷ୍ଟ୍ରେସନ ନମ୍ବରକୁ ନେଇ ଅହରାତ୍ର ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ। ଅଧକ ପଢନ୍ତୁ....

ଜାଲ ସାର୍ଟିଫିକେଟ ପ୍ରଦାନକୁ ନେଇ ଧାରଣାରେ ଏସ୍‌ଭିଏମ୍ କଲେଜ ଛାତ୍ରଛାତ୍ରୀ
ଜାଲ ସାର୍ଟିଫିକେଟ ପ୍ରଦାନକୁ ନେଇ ଧାରଣାରେ ଏସ୍‌ଭିଏମ୍ କଲେଜ ଛାତ୍ରଛାତ୍ରୀ
author img

By

Published : Jan 10, 2020, 3:38 AM IST

ଜଗତସିଂହପୁର: ଜିଲ୍ଲାର ପ୍ରମୁଖ ଶିକ୍ଷାନୁଷ୍ଠାନ ସ୍ବାମୀ ବିବେକାନନ୍ଦ ସୋୟଂ ଶାସିତ ମହାବିଦ୍ୟାଳୟରେ ଜାଲ ରେଜିଷ୍ଟ୍ରେସନ ନମ୍ବରକୁ ନେଇ ଅହରାତ୍ର ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ ।

ଜାଲ ସାର୍ଟିଫିକେଟ ପ୍ରଦାନକୁ ନେଇ ଧାରଣାରେ ଏସ୍‌ଭିଏମ୍ କଲେଜ ଛାତ୍ରଛାତ୍ରୀ

2015ରୁ 2018 ବ୍ୟାଚର 124 ଜଣ ଛାତ୍ରଛାତ୍ରୀଙ୍କୁ ଫେକ୍ ରେଜିଷ୍ଟ୍ରେସନ ନମ୍ବରରେ ଆଡମିଶନ କରାଯାଇଥିଲା । ମାଇଗ୍ରେସନ ସାର୍ଟିଫିକେଟ ପାଇବାରୁ ବଞ୍ଚିତ ହେବାରୁ ଏହି ଘଟଣା ସାମ୍ନାକୁ ଆସିଥିଲା ।

ଏହି ଘଟଣାକୁ ନେଇ ସମ୍ପୃକ୍ତ ଛାତ୍ରଛାତ୍ରୀ କଲେଜ କତ୍ତୃପକ୍ଷ, ରାଜ୍ୟ ଉଚ୍ଚଶିକ୍ଷାବିଭାଗ, ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଓ ରାଜ୍ୟପାଳଙ୍କୁ ଭେଟି ଅଭିଯୋଗ କରିଥିଲେ । ବିବାଦ ବଢିବା ଦେଖି କଲେଜ କତ୍ତୃପକ୍ଷ 2 ମାସ ମଧ୍ୟରେ ରେଜିଷ୍ଟ୍ରେସନ ନମ୍ବର ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ । କିନ୍ତୁ ଏହା ପୂରଣ ନହେବାରୁ ଗୁରୁବାରଠାରୁ ଅହୋରାତ୍ର କଲେଜ ସାମ୍ନାରେ ଧାରଣା ଦେଇଥିବା ଦେଖିବାକୁ ମିଳିଛି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:ଜଗତସିଂହପୁର ଜିଲ୍ଲାର ପ୍ରମୁଖ ଶିକ୍ଷାନୁଷ୍ଠାନ ସ୍ୱାମୀ ବିବେକାନନ୍ଦ ସୋୟଂ ଶାସିତ ମହାବିଦ୍ୟାଳୟ ରେ ଜାଲ ରେଜିଷ୍ଟ୍ରେସନ ନମ୍ବର କୁ ନେଇ ଅହରାତ୍ର ଧାରଣା ରେ ବସିଛନ୍ତି ଛାତ୍ର ଛାତ୍ରୀ।2015 ରୁ 2018 ବ୍ୟାଚ ର 124 ଜଣ ଛାତ୍ର ଛାତ୍ରୀ ଙ୍କୁ ଫେକ ରେଜିଷ୍ଟ୍ରେସନ ନମ୍ବରରେ ଆଡମିଶନ କରାଯାଇଥିଲା। ମାଇଗ୍ରେସନ ସାଟିଫିକେଟପାଇବାରୁ ବଞ୍ଚିତ ହେବାରୁ ଏହି ଘଟଣା ସାମ୍ନା କୁ ଆସିଥିଲା। ଏହି ଘଟଣା କୁ ନେଇ ସମ୍ପୃକ୍ତ ଛାତ୍ର ଛାତ୍ରୀ କଲେଜ କତ୍ତୃପକ୍ଷ, ରାଜ୍ୟ ଉଚ୍ଚଶିକ୍ଷାବିଭାଗ, ମୁଖ୍ୟମନ୍ତ୍ରୀ ଙ୍କ ଦପ୍ତର ଓ ରାଜ୍ୟପାଳ ଙ୍କୁ ଭେଟି ଅଭିଯୋଗ କରିଥିଲେ।ବିବାଦ ବଢିବା ଦେଖି କଲେଜ କତ୍ତୃପକ୍ଷ 2 ମାସ ମଧ୍ୟରେ ରେଜିଷ୍ଟ୍ରେସନ ନମ୍ବର ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।କିନ୍ତୁ ଏହା ପୁରଣ ନ ହେବାରୁ ଆଜି ଠାରୁ ଆହୋରାତ୍ର କଲେଜ ସାମ୍ନା ରେ ଧାରଣା ଦେଇଥିବା ଦେଖିବାକୁ ମିଳିଛି।

Body:byt ରାଗିଣୀ ସ୍ୱାଇଁ ।ଛାତ୍ରୀ
ଶୁଭାଶିଷ ତ୍ରିପାଠୀ ଛାତ୍ର
ନିତାରାଣୀ କର ପ୍ରିନ୍ସିପାଲ। s.v.m. college

Conclusion:rpt Sushant Patra jagatsingpur
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.