ETV Bharat / state

ମା' ଶାରଳାଙ୍କ ମନ୍ଦିରରେ 144 ଜାରି - Covid protocol

ପାର୍ବଣ ଯୋଗୁଁ ମା' ଶାରଳାଙ୍କ ମନ୍ଦିରରେ ଭିଡ ହେବାର ସମ୍ଭାବନା ଥିବାରୁ କୋଭିଡ ନିୟମର ଉଲ୍ଲଙ୍ଘନ ହୋଇପାରେ। ଏନେଇ ଶାରଳାଙ୍କ ମନ୍ଦିର ପରିସରରେ 144 ଧାରା ଜାରି କରାଯାଇଛି। ଅଧିକ ଖବର ପଢନ୍ତୁ...

ଭିଡକୁ ଦୂରେଇବାକୁ ମା' ଶାରଳାଙ୍କ ମନ୍ଦିରରେ 144 ଜାରୀ କଲା ପ୍ରଶାସନ

author img

By

Published : Oct 24, 2020, 6:58 AM IST

ଜଗତସିଂହପୁର: ପ୍ରମୁଖ ଶକ୍ତି ପୀଠ ମା’ ଶାରଳାଙ୍କ ମନ୍ଦିର ପରିସରରେ 144 ଧାରା ଜାରି। କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏହି ପଦକ୍ଷେପ ନେଇଛି। ଏହାକୁ ନେଇ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି।

ମା' ଶାରଳାଙ୍କ ମନ୍ଦିରରେ 144 ଜାରି

ପାର୍ବଣ ଯୋଗୁଁ ମା' ଶାରଳାଙ୍କ ମନ୍ଦିରରେ ଭିଡ ହେବାର ସମ୍ଭାବନା ଥିବାରୁ କୋଭିଡ ନିୟମର ଉଲ୍ଲଙ୍ଘନ ହେବାର ସମ୍ଭାବନା ରହିଛି। ତେଣୁ ମହାସପ୍ତମୀ, ମହାଷ୍ଟମୀ, ମହାନବମୀ ଓ ଦଶହରା ପର୍ଯ୍ୟନ୍ତ ମନ୍ଦିର ଓ ଏହାର 50 ମିଟର ପରିଧି ମଧ୍ୟରେ 144 ଜାରୀ କରାଯାଇଛି। ଏହି ସମୟରେ 4 ଜଣ ରୁ ଅଧିକ ଲୋକ ଯେପରି ଏକତ୍ର ନହେବେ ସେଥିପାଇଁ ପୋଲିସ ମୁତୟନ କରାଯାଇଛି। ଏଥିରେ ଜନସାଧାରଣଙ୍କୁ ସହଯୋଗ କରିବା ପାଇଁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.