ETV Bharat / state

ଜଗତସିଂହପୁରର ନୂତନ ଜିଲ୍ଲାପାଳ ଭାବେ ସରୋଜ କୁମାର ମିଶ୍ରଙ୍କ ଦାୟିତ୍ବ ଗ୍ରହଣ - new district magistrate of Jagatsinghpur

ଜଗତସିଂହପୁର ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ସରୋଜ କୁମାର ମିଶ୍ର । ନୂତନ ଜିଲ୍ଲାପାଳ ନିଯୁକ୍ତି ପୂର୍ବରୁ ସରୋଜ କୁମାର ମିଶ୍ର ଗୃହ ବିଭାଗର ଅତିରିକ୍ତ ଶାସନ ସଚିବ ଭାବେ କାର୍ଯ୍ୟ କରୁଥିଲେ ।

ଜଗତସିଂହପୁରର ନୂତନ ଜିଲ୍ଲାପାଳ
ଜଗତସିଂହପୁରର ନୂତନ ଜିଲ୍ଲାପାଳ
author img

By

Published : Oct 5, 2020, 9:14 PM IST

ଜଗତସିଂହପୁର: ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ସରୋଜ କୁମାର ମିଶ୍ର । ସେ ପୂର୍ବତନ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଠାରୁ ଆଜି(ସୋମବାର) ଦାୟିତ୍ବ ଗ୍ରହଣ କରିଛନ୍ତି। ନୂତନ ଜିଲ୍ଲାପାଳ ନିଯୁକ୍ତି ପୂର୍ବରୁ ସରୋଜ କୁମାର ମିଶ୍ର ଗୃହ ବିଭାଗର ଅତିରିକ୍ତ ଶାସନ ସଚିବ ଭାବେ କାର୍ଯ୍ୟ କରୁଥିଲେ।

ଜଗତସିଂହପୁରର ପୂର୍ବତନ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଅଫିସର ଅନ ସ୍ପେସାଲ ଡ୍ୟୁଟି ଅଫିସର ଭାବେ ବଦଳି କରାଯାଇଛି । ସୋମବାର କାର୍ଯ୍ୟରେ ଯୋଗଦେଇ ଶ୍ରୀ ମିଶ୍ର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଶତ ପ୍ରତିଶତ କାର୍ଯ୍ୟଦକ୍ଷତା ହାସଲ ଉଦ୍ୟମ କରିବା ସହ ସମସ୍ତଙ୍କର ସହଯୋଗ କାମନା କରିଥିଲେ ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.