ETV Bharat / state

କଂଗ୍ରେସରୁ ଇସ୍ତଫା ଦେଲେ ରାଜକିଶୋର ବେହେରା - କଂଗ୍ରେସ

ଜଗତସିଂହପୁର କଂଗ୍ରେସ ଦଳର ଛାମୁଆ ନେତା ତଥା 2014 ରେ (ସଂରକ୍ଷିତ) ତ୍ରିତ୍ତୋଲ ନିର୍ବାଚନ ମଣ୍ଡଳୀର ବିଧାୟକ ପାର୍ଥି ରାଜକିଶୋର ବେହେରା ଗୁରୁବାର ଦଳରୁ ଇସ୍ତଫା ଦେଇଛନ୍ତି । ଅଧିକ ପଢନ୍ତୁ..

କଂଗ୍ରେସରୁ ଇସ୍ତଫା ଦେଲେ ରାଜକିଶୋର ବେହେରା
କଂଗ୍ରେସରୁ ଇସ୍ତଫା ଦେଲେ ରାଜକିଶୋର ବେହେରା
author img

By

Published : Sep 17, 2020, 10:54 PM IST

ଜଗତସିଂହପୁର: କଂଗ୍ରେସ ଦଳର ଛାମୁଆ ନେତା ତଥା 2014 ରେ (ସଂରକ୍ଷିତ) ତ୍ରିତ୍ତୋଲ ନିର୍ବାଚନ ମଣ୍ଡଳୀର ବିଧାୟକ ପାର୍ଥି ରାଜକିଶୋର ବେହେରା ଗୁରୁବାର ଦଳରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ପିସିସି ସଭାପତି ଙ୍କ ନିକଟକୁ ପଠାଇ ଦେଇଛନ୍ତି। ଦଳ ତାଙ୍କୁ ଅଣଦେଖା କରୁଥିବାରୁ ସେ କିଛିଦିନ ହେବ ଅସନ୍ତୁଷ୍ଟ ଥିଲେ । ଆଜି ସେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ସେ ଦିର୍ଘଦିନ ଧରି କଂଗ୍ରେସର ତୃଣମୂଳ ସ୍ତରରୁ ସାଗଂଠନିକ ଦାୟିତ୍ବରେ ଥିଲେ।

କଂଗ୍ରେସରୁ ଇସ୍ତଫା ଦେଲେ ରାଜକିଶୋର ବେହେରା
କଂଗ୍ରେସରୁ ଇସ୍ତଫା ଦେଲେ ରାଜକିଶୋର ବେହେରା

2014 ମସିହାରେ କଂଗ୍ରେସ ତାଙ୍କୁ ତିର୍ତ୍ତୋଲ ବିଧାନସଭା ଆସନରୁ ବିଧାୟକ ଭାବେ ପ୍ରାର୍ଥି କରିଥିଲା । ତେବେ ସେ ସମୟରେ ବିଜେଡି ପ୍ରାର୍ଥି ସ୍ବର୍ଗତ ରବିନ୍ଦ୍ର ନାଥ ଭୋଇଙ୍କ ଠାରୁ ସେ ପରାସ୍ତ ହୋଇଥିଲେ। ଜଗତସିଂହପୁର, ଜିଲା କଂଗ୍ରେସ ଦଳର ଛାମୁଆ ନେତା ତଥା 2014 ରେ (ସଂରକ୍ଷିତ) ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ବିଧାୟକ ପାର୍ଥି ରାଜକିଶୋର ବେହେରା ଆଜି ଦଳରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ର ପିସିସି ସଭାପତିଙ୍କ ନିକଟକୁ ପଠାଇ ଦେଇଛନ୍ତି ।

ଦଳ ତାଙ୍କୁ ଅଣଦେଖା କରୁଥିବାରୁ ସେ କିଛିଦିନ ହେବ ଅସନ୍ତୁଷ୍ଟ ଥିଲେ । ଆଜି ସେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ସେ ଦିର୍ଘଦିନ ଧରି କଂଗ୍ରେସର ତୃଣମୂଳ ସ୍ତରରୁ ସାଗଂଠନିକ ଦାୟିତ୍ବରେ ଥିଲେ । ତେବେ ସେ ସମୟରେ ବିଜେଡି ପ୍ରାର୍ଥି ସ୍ବର୍ଗତ ରବିନ୍ଦ୍ର ନାଥ ଭୋଇଙ୍କ ଠାରୁ ସେ ପରାସ୍ତ ହୋଇଥିଲେ ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.