ETV Bharat / state

ପାରାଦ୍ବୀପ ପିପିଏଲ କାରଖାନା ସମ୍ମୁଖରେ ଜମିହରା ସଂଗଠନର ଧାରଣା - Land Loser Welfare Cooperative Society

ପାରାଦ୍ବୀପ ପିପିଏଲ କାରଖାନା ସମୂଖରେ ଜମି ହରା ସଂଗଠନ ପକ୍ଷରୁ ଗଣଧାରଣା । ଅଧିକ ପଢନ୍ତୁ...

ପାରାଦ୍ବୀପ ପିପିଏଲ କାରଖାନା ସମୂଖରେ ଜମି ହରା ସଂଗଠନର ଧାରଣା

author img

By

Published : Mar 11, 2021, 9:59 AM IST

ଜଗତସିଂହପୁର: ପାରାଦ୍ବୀପ ପିପିଏଲ କାରଖାନା ସମ୍ମୁଖରେ ଜମିହରା ସଂଗଠନ ପକ୍ଷରୁ ଗଣଧାରଣା । ତେବେ କମ୍ପାନୀର କେତେକ ଲୋକେ ହଠାତ ଜମିହରା ପରିବାରର ନବଘନ ସ୍ବାଇଁ ନାମକ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରିଥିଲେ ବୋଲି ସଂଗଠନ ଅଭିଯୋଗ କରିଛି । ଫଳରେ ନବଘନ ଗୁରୁତର ଭାବେ ଆହତ ହୋଇ ଥିଲେ।

ପାରାଦ୍ବୀପ ପିପିଏଲ କାରଖାନା ସମୂଖରେ ଜମି ହରା ସଂଗଠନର ଧାରଣା

ଏ ସମ୍ପର୍କରେ ପିପିଏଲ ଫାଣ୍ଡିରେ ଅଭିଯୋଗ ହୋଇଥିଲେ ସୁଦ୍ଧା, ପୋଲିସ ଏଥିରେ ଅଭିଯୁକ୍ତମାନଙ୍କୁ ଘଣ୍ଟ ଘୋଡାଉ ଥିବା ଅଭିଯୋଗ କରି ଜମିହରା ସଂଗଠନ ଦିବା ରାତ୍ରି ଧାରଣା ଦେଇଥିବା ଦେଖିବାକୁ ମିଳିଛି। ଏନେଇ ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହ ଶୃଙ୍ଖଳା ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ସଂଗଠନ ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.