ETV Bharat / state

ପୋଢୁଆଁ ହେଲେ ମା ଶାରଳା - ଜଗତସିଂହପୁରର ଶାରଳା ପୀଠରେ ପ୍ରଥମାଷ୍ଟମୀ

ଜଗତସିଂହପୁରର ଇଷ୍ଟଦେବୀ ମା ଶାରଳା ପ୍ରଥମାଷ୍ଟମୀ ଅବସରରେ ଆଜି ନୂଆ ବସ୍ତ୍ର ପରିଧାନ କରି ପୋଢୁଆଁ ହୋଇଛନ୍ତି । ଅଧିକ ପଢନ୍ତୁ...

ପୋଢୁଆଁ ହେଲେ ମା ଶାରଳା
ପୋଢୁଆଁ ହେଲେ ମା ଶାରଳା
author img

By

Published : Dec 8, 2020, 6:27 PM IST

ଜଗତସିଂହପୁର: ଜିଲ୍ଲାର ଇଷ୍ଟଦେବୀ ମା ଶାରଳା ଆଜି ନୂଆ ବସ୍ତ୍ର ପରିଧାନ କରି ପୋଢୁଆଁ ହୋଇଛନ୍ତି । ଆଜି(ମଙ୍ଗଳବାର) ପ୍ରାତଃରୁ ମଙ୍ଗଳ ଆଳତୀ ପରେ ମଇଲମ ଓ ମନ୍ଦିର ଷୋଧ ପରେ ମହାସ୍ନାନ କରାଯାଇ ଲାଲ ରଙ୍ଗର ପାଟ୍ଟ ବସ୍ତ୍ରକୁ ମାଙ୍କୁ ଲାଗି କରାଯାଇଛି । ଆଜି ପ୍ରଥମାଷ୍ଟମୀ ଥିବାରୁ ସ୍ବତନ୍ତ୍ର ପୂଜାର୍ଚ୍ଚନା ସହିତ ହଳଦୀ ପତ୍ରରେ ତିଆରି ମଣ୍ଡା ଓ ଖିରୀ ନୈବେଦ୍ୟ ମା ଶାରଳାଙ୍କୁ ଅର୍ପଣ କରାଯାଇଛି ।

ପୋଢୁଆଁ ହେଲେ ମା ଶାରଳା

ମାତ୍ର କୋରୋନା କଟକଣା ଯୋଗୁଁ ସାଧାରଣ ଭକ୍ତ ମାଙ୍କ ନୈବେଦ୍ୟ ପାଇବାରୁ ବଞ୍ଚିତ ହୋଇଛନ୍ତି । ରାଜ୍ୟର ସମସ୍ତ ଶକ୍ତିପୀଠ ମଧ୍ୟରୁ ଝଙ୍କଡସ୍ଥିତ ମା ଶାରଳାଙ୍କ ପୀଠ ଆଦ୍ୟପୀଠ ହୋଇଥିବାରୁ ଏଠାରେ ପ୍ରଥମାଷ୍ଟମୀ ପୂଜାବିଧି ପାଳନ କରାଯାଇଥାଏ ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.