ETV Bharat / state

ସିଲୁ ନାୟକଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା, ‘ଇଟିଭି ଭାରତ’କୁ ଦେଲେ ଧନ୍ୟବାଦ

74 ତମ ‘ମନ କି ବାତ’ରେ ପ୍ରଧାନମନ୍ତ୍ରୀ ମୋଦି ଓଡିଆ ପୁଅ ସିଲୁ ନାୟକଙ୍କୁ ପ୍ରଶଂସା କରିଛନ୍ତି । ଯାହାକୁ ନେଇ ସ୍ଥାନୀୟ ଲୋକ ଉତ୍ସାହିତ ଥିବାବେଳେ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅରଖ କୁଦର ସିଲୁ ନାୟକ ଏନେଇ ‘ଇଟିଭି ଭାରତ’କୁ ଧନ୍ୟବାଦ ଜଣାଇଛନ୍ତି । ଅଧିକ ପଢନ୍ତୁ...

‘ମନ କି ବାତ’ରେ ଓଡିଆ ଯୁବକଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

author img

By

Published : Feb 28, 2021, 9:03 PM IST

ଜଗତସିଂହପୁର: 74 ତମ ‘ମନ କି ବାତ’ରେ ପ୍ରଧାନମନ୍ତ୍ରୀ ମୋଦି ଓଡିଆ ପୁଅ ସିଲୁ ନାୟକଙ୍କୁ ପ୍ରଶଂସା କରିଛନ୍ତି । ଯାହାକୁ ନେଇ ସ୍ଥାନୀୟ ଲୋକ ଉତ୍ସାହିତ ଥିବାବେଳେ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅରଖ କୁଦର ସିଲୁ ନାୟକ ଏନେଇ ‘ଇଟିଭି ଭାରତ’କୁ ଧନ୍ୟବାଦ ଜଣାଇଛନ୍ତି ।

‘ମନ କି ବାତ’ରେ ଓଡିଆ ଯୁବକଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ସିଲୁ ନାୟକ ମହାଗୁରୁ ବାଟାଲିୟାନ ପ୍ରତିଷ୍ଠା କରି ସ୍ଥାନୀୟ ଯୁବକମାନଙ୍କୁ ସେନା ବାହୀନିର ପ୍ରଶିକ୍ଷଣ ଦେଇ ଆସୁଥିଲେ। ଏହି ଖବର ପ୍ରଥମେ ଇଟିଭି ଭାରତରେ ପ୍ରସାରିତ ହୋଇଥିଲା। ଯାହାକୁ ନେଇ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିଲୁଙ୍କୁ ପ୍ରଶଂସା କରିଥିଲେ ।

ସିଲୁ ତାଙ୍କର ଏହି ଶ୍ରେୟ ତାଙ୍କ ପରିବାରକୁ ଦେବା ସହିତ ଇଟିଭି ଭାରତକୁ ଧନ୍ୟବାଦ ଦେଇଛନ୍ତି। ତେବେ ଆଗାମୀ ଦିନରେ ଆହୁରି ଅଧିକ ସଂଖ୍ୟକ ଯୁବକମାନଙ୍କୁ ପ୍ରଶିକ୍ଷଣ ଦେବା ସହିତ ଦେଶର ସେବାରେ ନିୟୋଜିତ ହେବାକୁ ସିଲୁ ନିବେଦନ କରିଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.